ଶ୍ରୀଲଙ୍କାର ପ୍ରସିଦ୍ଧ ଗାୟକ ସୁନୀଲ ପେରେରାଙ୍କ ପରଲୋକ, କରୋନାରେ ହୋଇଥିଲେ ସଂକ୍ରମିତ

Published By : Prameya-News7 Bureau | September 11, 2021 IST

ମୁମ୍ବାଇ ୧୧/୦୯: ଶ୍ରୀଲଙ୍କାର ଜଣାଶୁଣା ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ସୁନୀଲ ପେରେରାଙ୍କ ଦେହାନ୍ତ ହୋଇଛି। ୬୮ ବର୍ଷ ବୟସରେ ସୁନୀଲ ପେରେରା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କରୋନା ସଂକ୍ରମିତ ହେତୁ ହେତୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି।

{"width":646,"height":363}

ଗତ ମାସରେ ସୁନୀଲ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କର ରାଜଧାନୀ କଲମ୍ବୋସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ସେ ଗତ ସପ୍ତାହରେ ଘରକୁ ଫେରିଥିଲେ, କିନ୍ତୁ ତାଙ୍କ ଅବସ୍ଥା ଖରାପ ହେବାରୁ ପୁନଶ୍ଚ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.