ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲା

Published By : Prameya-News7 Bureau | April 24, 2018 IST

ଶ୍ରୀମନ୍ଦିର ମରାମତି ମାମଲା, ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଏଏସ୍ ଆଇ... ମେ ୧ରୁ ଜୟବିଜୟ ଦ୍ବାର ମରାମତି ... ସମସ୍ତ ସହାୟତା ଯୋଗାଇଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ କୋର୍ଟଙ୍କ ନିର୍ଦ୍ଦେଶ... ମେ ୨୫ରେ ପରବର୍ତ୍ତି ଶୁଣାଣି ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.