ଭକ୍ତଙ୍କ ଦାନ ନେଇ ଲାଗିଲା ଶ୍ରୀମନ୍ଦିରରେ ନୋଟିସ

Published By : Prameya-News7 Bureau | June 09, 2018 IST

ସୁପ୍ରିମକୋର୍ଟଙ୍କ ନିର୍ଦେଶର ପ୍ରଭାବ | ଭକ୍ତଙ୍କ ଦାନ ନେଇ ଶ୍ରୀମନ୍ଦିରରେ ଲାଗିଲା ନୋଟିସ | ଏବେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ ପ୍ରଦାନ କରୁଥିବା ନୈବେଦ୍ୟ,ଶ୍ରଦ୍ଧାଞ୍ଜଳି,ଦାନ କିମ୍ବା କୌଣସି ବସ୍ତୁକୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଗ୍ରହଣ କରିପାରିବେ ନାହିଁ | ସେହି ନୈବେଦ୍ୟକୁ ଶ୍ରୀମନ୍ଦିର ହୁଣ୍ଡୀ, ଦାନବାକ୍ସରେ ପକାଯିବ | ଦାତାଙ୍କୁ ମିଳିବ ରସିଦ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.