ବାଲେଶ୍ୱର - ଦୋକାନ ଭିତରେ ଅନୈତିକ କାର୍ଯ୍ୟ ଅଭିଯୋଗରେ ଦୋକାନିକୁ ନିସ୍ତୁକ ମାଡି ମାରିଲେ ମହିଳା

Published By : Prameya-News7 Bureau | December 02, 2019 IST

ବାଲେଶ୍ୱର ୦୨।୧୨ - ଦୋକାନ ଭିତରେ ପଶି ଦୋକାନିକୁ  ପ୍ରବଳ ମାଡ ।  ଚପଲରେ ମାଡ ମାରିବା ସହ ବିଧା ଗୋଇଠା ମାରୁଛନ୍ତି  ଜଣେ ମହିଳା ଓ ଅନ୍ୟ କିଛି ଯୁବକ । ଏହି ଘଟଣା  ବାଲେଶ୍ୱର  ସହର ଫ୍ଲାଏ ଓଭର୍‌ ତଳେ ଏହି ଘଟଣା ଘଟିଛି  ।

ଲୁଗା ଦୋକାନ ଭିତରେ ଏହି ଘଟଣା ଘଟିଛି ।  ଦୋକାନ ମଧ୍ୟର ଲୁଗା ଦୋକାନି ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏହାପରେ କିଛି ଲୋକ  ଦୋକାନିଙ୍କୁ ମାଡ ମାରିଥିଲେ ।  ଏବେ ଏହି ମାଡର ଭିଜୁଆଲ୍‌ ଭାଇରାଲ୍‌ ହୋଇଛି  । ଏନେଇ ସହଦେବ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.