Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଲକ୍‌ଡାଉନ୍‌ ପାଇଁ ଫସିଛନ୍ତି ଶ୍ରମିକ, ସରକାର ଯୋଗାଇଦେଉଥିବା ଖାଦ୍ୟ ଏବେ ସାହାଭରଷା

7/04/2020 at 11:35 AM

ଭଦ୍ରକ ୦୭।୦୪: ଭଦ୍ରକ ଜିଲ୍ଲା ବାହାରର ଫସିଛନ୍ତି ଆଦିବାସୀ ଶ୍ରମିକ । କେଉଁଝର , ମୟୁରଭଞ୍ଜ ଭଳି ଜିଲ୍ଲା ରୁ କାମ ପାଇଁ ଆସିଥିଲେ ଭଦ୍ରକ । ଧାମନଗର ବ୍ଲକ ଧୂସୁରି ଥାନା ପଛପାଖ ବାସନ୍ତୀ ପଡିଆ ରେ ବସ୍ତି କରି ରହିଛନ୍ତି ଶ୍ରମିକମାନ । ଜରି ପାଲ ତିଆରି ଘର ଭିତରେ ରହୁଛନ୍ତି ।

କରୋନା ପାଇଁ ଲକଡାଉନ ଘୋଷଣା ହେଲା । କାମ ଦାମ ସବୁ ବନ୍ଦ । ଘରକୁ ଫେରିପାରିଲେ ନାହିଁ ।  ପେଟପାଟଣା ପାଇଁ ଚିନ୍ତା ରେ ଥିଲେ । ଏବେ ସହାୟ ହେଲେ ରାଜ୍ୟ ସରକାର ।  ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବେ ଯୋଗାଇ ଦେଉଛନ୍ତି ଖାଦ୍ୟ । ୨୦୦ ରୁ ଅଧିକ ଆଦିବାସୀ ଲକଡାଉନ ନିୟମ କୁ ସମ୍ପୂର୍ଣ ମାନୁଛନ୍ତି । ଦିନ କୁ ଦୁଇ ଓଳି ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ସେମାନଙ୍କ ବସ୍ତି କୁ ଯାଇ ରନ୍ଧା ଖାଦ୍ୟ ଦେଉଛନ୍ତି ।

   Related Posts