ଓଡ଼ିଶାରେ ନିର୍ମାଣ ହେବ କ୍ରୀଡ଼ା ବିଶ୍ବ ବିଦ୍ୟାଳୟ

Published By : Prameya-News7 Bureau | February 05, 2020 IST

ଭୁବନେଶ୍ବର ୫/୨: ଓଡିଶାକୁ ବିଶ୍ବ କ୍ରୀଡା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇବା ପରେ , ରାଜ୍ୟ ସରକାର କ୍ରୀଡାର ବିକାଶ କରିବା ପାଇଁ ଗେ।ଟିଏ ପରେ ଗେ।ଟିଏ କ୍ରୀଡା ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଲାଗଛନ୍ତି ଏଥିସହ ଆଉ ଗେ।ଟିଏ ନୂତନ ଅଧ୍ୟାୟ ଯେ।ଡିହେବାକୁ ଯାଉଛି ରାଜ୍ୟରେ ମଣିପୁର କ୍ରୀଡା ବିଶ୍ବବିଦ୍ୟାଳୟ ଢଙ୍ଗରେ ଗେ।ଟିଏ ବିଶ୍ବ ବିଦ୍ୟାଳୟ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର କୁ ୨୦୧୪ ପରେ ୨୦୧୭ ଓ ୨୦୧୯ ଅକ୍ଟେ।ବର ରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥଲେ ଏବେ ସେ ପ୍ରସ୍ତାବ କୁ କେନ୍ଦ୍ର ଗୁରୁତ୍ବ ଦେଇଥିବା କଥା କ୍ରୀଡା ମନ୍ତ୍ରୀ କହିଛନ୍ତି ।

ଏପରିକି କେନ୍ଦ୍ର ସରକାର କ୍ରୀଡାର ବିକାଶ ଓ ଭିତ୍ତି ଭୁମି ପାଇଁ ନୂଆ ଯେ।ଜନା କରିବା ସହ ୨୦୨୪, ୨୦୨୮ ଅଲିମ୍ପିକ କୁ ଦୃଷ୍ଟି ରେ ରଖି ଟାର୍ଗେଟ ଅଲିମ୍ପିକ ପେ।ଡିୟମ ମଧ୍ୟ ସରକାର କରିଛନ୍ତି ।ଗେ।ଟିଏ ଅନୁଷ୍ଠାନ ରେ କ୍ରୀଡା ସହ ପାଠ୍ୟକ୍ରମ କୁ ସାମିଲ କରିବା ର ପ୍ରୟାସ ସହ କ୍ରୀଡା ସହ ଜଡିତ ଥିବା ବିଭିନ୍ନ କ୍ୟାଟେଗେ।ରୀ ରେ ମଧ୍ୟ ଖେଳ ଖେଳାଳିଙ୍କୁ ସୁବିଧା ମିଳିବ ।

ରାଜ୍ୟ ସରକାର ମଣିପୁର ଢାଚାଂରେ ଏଠାରେ ଏକ କ୍ରୀଡା ବିଶ୍ବ ବିଦ୍ୟାଳୟ ପ୍ରସ୍ତୁତ କରିବାକୁ ସ୍ଥିର କରିଛନ୍ତି ।ଭୁବନେଶ୍ବର କଳିଙ୍ଗ ଷ୍ଟରଡିୟମ ରେ ଏହାର ଭିତ୍ତିଭୂମି କରିବା ସହ ଖେଳ ସହ ପାଠ କୁ ଟେ।ଡିବା ଳକ୍ଷ୍ୟ ରେ ସ୍ପେ।ର୍ଟସ ଡାକ୍ତର ଙ୍କ ଠାରୁ ଆରମ୍ଭ କରି ଫିଜିଓ ସ୍ପେ।ର୍ଟସ ମେଡିସିନ , ସ୍ପେ।ର୍ଟସ ମେସେ। ଭଳି ଟେତ୍ର ରେ ଛାତ୍ର ଛାତ୍ରୀ କେ।ର୍ସ କରି କ୍ୟାରିୟର ତିଆରୀ କରିପାରିବେ ।

ରାଜ୍ୟ ରେ ଏବେ ବଡ ବଡ କ୍ରୀଡମହାକୁମ୍ଭ ଅନୁଷ୍ଠିତ ହେଉଛି , ପୂର୍ବରୁ ଅନେକ ବିଶ୍ବକପ, ହକି ଠାରୁ ଆରମ୍ଭ କରି ଏସିଆନ ଆଥେଲେଟିକ ଚାମ୍ପିୟାନସିପ ଭଳି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିସାରିଛି ।ତେଣୁ ଏଭଳି କ୍ରୀଡା ବିଶ୍ବ ବିଦ୍ୟାଳୟ ରାଜ୍ୟ ରେ ହେଲେ ଅନେକ କ୍ରୀଡାବିତ ଓ କ୍ରୀଡା ସହ ସଂଯେ।ଗ ରେ ଥିବା ଖେଳ ଖେଳାଳି ଙ୍କୁ ବିଶେଷ ଫାଇଦା ହେ।ଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.