Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଓଡ଼ିଶାରେ ନିର୍ମାଣ ହେବ କ୍ରୀଡ଼ା ବିଶ୍ବ ବିଦ୍ୟାଳୟ

5/02/2020 at 5:21 PM

ଭୁବନେଶ୍ବର ୫/୨: ଓଡିଶାକୁ ବିଶ୍ବ କ୍ରୀଡା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇବା ପରେ , ରାଜ୍ୟ ସରକାର କ୍ରୀଡାର ବିକାଶ କରିବା ପାଇଁ ଗେ।ଟିଏ ପରେ ଗେ।ଟିଏ କ୍ରୀଡା ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଲାଗଛନ୍ତି ଏଥିସହ ଆଉ ଗେ।ଟିଏ ନୂତନ ଅଧ୍ୟାୟ ଯେ।ଡିହେବାକୁ ଯାଉଛି ରାଜ୍ୟରେ ମଣିପୁର କ୍ରୀଡା ବିଶ୍ବବିଦ୍ୟାଳୟ ଢଙ୍ଗରେ ଗେ।ଟିଏ ବିଶ୍ବ ବିଦ୍ୟାଳୟ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର କୁ ୨୦୧୪ ପରେ ୨୦୧୭ ଓ ୨୦୧୯ ଅକ୍ଟେ।ବର ରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥଲେ ଏବେ ସେ ପ୍ରସ୍ତାବ କୁ କେନ୍ଦ୍ର ଗୁରୁତ୍ବ ଦେଇଥିବା କଥା କ୍ରୀଡା ମନ୍ତ୍ରୀ କହିଛନ୍ତି ।

ଏପରିକି କେନ୍ଦ୍ର ସରକାର କ୍ରୀଡାର ବିକାଶ ଓ ଭିତ୍ତି ଭୁମି ପାଇଁ ନୂଆ ଯେ।ଜନା କରିବା ସହ ୨୦୨୪, ୨୦୨୮ ଅଲିମ୍ପିକ କୁ ଦୃଷ୍ଟି ରେ ରଖି ଟାର୍ଗେଟ ଅଲିମ୍ପିକ ପେ।ଡିୟମ ମଧ୍ୟ ସରକାର କରିଛନ୍ତି ।ଗେ।ଟିଏ ଅନୁଷ୍ଠାନ ରେ କ୍ରୀଡା ସହ ପାଠ୍ୟକ୍ରମ କୁ ସାମିଲ କରିବା ର ପ୍ରୟାସ ସହ କ୍ରୀଡା ସହ ଜଡିତ ଥିବା ବିଭିନ୍ନ କ୍ୟାଟେଗେ।ରୀ ରେ ମଧ୍ୟ ଖେଳ ଖେଳାଳିଙ୍କୁ ସୁବିଧା ମିଳିବ ।

ରାଜ୍ୟ ସରକାର ମଣିପୁର ଢାଚାଂରେ ଏଠାରେ ଏକ କ୍ରୀଡା ବିଶ୍ବ ବିଦ୍ୟାଳୟ ପ୍ରସ୍ତୁତ କରିବାକୁ ସ୍ଥିର କରିଛନ୍ତି ।ଭୁବନେଶ୍ବର କଳିଙ୍ଗ ଷ୍ଟରଡିୟମ ରେ ଏହାର ଭିତ୍ତିଭୂମି କରିବା ସହ ଖେଳ ସହ ପାଠ କୁ ଟେ।ଡିବା ଳକ୍ଷ୍ୟ ରେ ସ୍ପେ।ର୍ଟସ ଡାକ୍ତର ଙ୍କ ଠାରୁ ଆରମ୍ଭ କରି ଫିଜିଓ ସ୍ପେ।ର୍ଟସ ମେଡିସିନ , ସ୍ପେ।ର୍ଟସ ମେସେ। ଭଳି ଟେତ୍ର ରେ ଛାତ୍ର ଛାତ୍ରୀ କେ।ର୍ସ କରି କ୍ୟାରିୟର ତିଆରୀ କରିପାରିବେ ।

ରାଜ୍ୟ ରେ ଏବେ ବଡ ବଡ କ୍ରୀଡମହାକୁମ୍ଭ ଅନୁଷ୍ଠିତ ହେଉଛି , ପୂର୍ବରୁ ଅନେକ ବିଶ୍ବକପ, ହକି ଠାରୁ ଆରମ୍ଭ କରି ଏସିଆନ ଆଥେଲେଟିକ ଚାମ୍ପିୟାନସିପ ଭଳି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିସାରିଛି ।ତେଣୁ ଏଭଳି କ୍ରୀଡା ବିଶ୍ବ ବିଦ୍ୟାଳୟ ରାଜ୍ୟ ରେ ହେଲେ ଅନେକ କ୍ରୀଡାବିତ ଓ କ୍ରୀଡା ସହ ସଂଯେ।ଗ ରେ ଥିବା ଖେଳ ଖେଳାଳି ଙ୍କୁ ବିଶେଷ ଫାଇଦା ହେ।ଇ ପାରିବ ।

   Related Posts