Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ପ୍ରକ୍ଷାତ ଆମେରିକୀୟ ସ୍ପୋର୍ଟସ କାର ରେସର ଜିମ୍ ପେସ୍‌ଙ୍କ କୋଭିଡରେ ପରଲୋକ

15/11/2020 at 5:43 PM

ମେମଫିସ୍‌ : ମୋଟର ସ୍ପୋର୍ଟସ ଜଗତକୁ ଝଟକା। କୋଭିଡରେ ପ୍ରଶିଦ୍ଧ କାର ରେସର ଜିମ୍‌ ପେସ୍‌ଙ୍କ ପରଲୋକ ହୋଇଛି। ୫୯ ବର୍ଷ ବୟସ୍କ ପେସ୍‌ ମେମଫିସ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକେ ସୂଚିତ କରିଛନ୍ତି। ଏହି ଆମେରିକୀୟ ସ୍ପୋର୍ଟସ କାର ରେସର  ୧୯୯୬ ମସିହାରେ ୨୪ ଘଣ୍ଟିଆ ଡୋଟୋନା ବିଜେତା ଥିଲେ।

୧୯୮୮ ବାର୍ବର ସାବ ପ୍ରୋ ସିରିଜରେ କ୍ୟାରିୟର ଆରମ୍ଭ କରିଥିଲେ ପେସ୍‌ । ଏହା ପରେ ସେ ଖୁବ୍ ଶୀଘ୍ର ସ୍ପୋର୍ଟସ କାର ରେସିଂ ଜଗତକୁ ପ୍ରବେଶ କରିବା ସହ ୧୯୯୦ ମସିହା ବେଳକୁ ଜିଟିୟୁ ରେ ଭାଗ ନେଉଥିବା ଦେଖାଯାଇଥିଲା। କେବଳ ଡେଟୋନା ନୁହେଁ ସେ ଲି ମ୍ୟାନସ୍‌ ୨୪ ଘଣ୍ଟିଆ ରେସିଂରେ ମଧ୍ୟ ଭାଗ ନେଉଥିଲେ। ୨୦୦୭ ମସିବା ବେଳକୁ ସେ ରୋଲେକ୍ସ ସ୍ପୋର୍ଟସ କାର ସିରିଜ୍ ଜିଟି କ୍ଲାସ୍‌ରେ ନିୟମିତ ଅଂଶଗ୍ରହଣ କରୁଥିଲେ।  

   Related Posts