Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

କେତେ ରହିବ ଆପଣଙ୍କ ଗାଡିର ସ୍ପିଡ୍‌, ଟ୍ୱିନ୍‌ ସିଟିରେ ଡ୍ରାଇଭିଂ ସ୍ପିଡ୍ କଟକଣା – ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

1/12/2019 at 8:58 PM

ଭୁବନେଶ୍ୱର ୦୧।୧୨ –  କଟକ ଓ ଭୁବନେଶ୍ୱରରେ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି ।

ସହର ଭିତରେ  ଗାଡିର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ରହିବ ।   

ଦୁଇ ଚକିଆ ଯାନର ସର୍ବାଧିକ ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ରହିବ ।

କେବଳ ପଳାଶୁଣୀରୁ  ବାଲିକୁଦା ପର୍ଯ୍ୟନ୍ତ ଯାନର ବେଗ ୭୦ କିଲୋମିଟର  ।

ଏହାଠାରୁ ଅଧିକ ହେଲେ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କମିଶନରେଟ୍‌ ପୁଲିସ ପକ୍ଷରୁ  ସର୍କୁଲାର ଜାରି କରାଯାଇଛି ।

   Related Posts