Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

ଆଜି ଚିତାଲାଗି ଆମାବାସ୍ୟା ; ଶ୍ରୀଜିଉଙ୍କ ମଥାରେ ଲାଗି ହେବ ରତ୍ନଚିତା

11/08/2018 at 6:21 AM

ପୁରୀ ୧୧/୮ : ଆଜି ଚିତାଲାଗି ଅମାବାସ୍ୟା । ଓଡ଼ିଆମାନଙ୍କ ପାଇଁ ଏ ଦିନଟିର ବେଶ୍ ମହତ୍ବ ରହିଛି । ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହଙ୍କ ମଥାରେ ରତ୍ନଚିତା ଲାଗି କରାଯାଏ । ରଥଯାତ୍ରାରୁ ଫେରିବା ପରେ ଠାକୁରମାନେ ଶ୍ରାବଣ ଶୁକ୍ଳ ଅମାବାସ୍ୟା ତିଥିରେ ପୁଣିଥରେ ଦୁର୍ଲଭ ରତ୍ନଚିତା ଧାରଣ କରିଥାନ୍ତି । ଯାହାକୁ ଚିତାଲାଗି ବା ଚିତ୍ରକ ପର୍ବ ଭାବେ ପାଳନ କରାଯାଇଥାଏ । ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ସୁବର୍ଣ୍ଣଯୁକ୍ତ ହୀରା, ନୀଳା ଓ ପ୍ରପନ୍ନ ଜଡ଼ିତ ଦୁର୍ଲଭ ଧାତବ ଚିତାମାନ ଲାଗି କରାଯାଇଥାଏ । ଏହି ସମୟରେ ମହାପ୍ରଭୁଙ୍କ ପାଖରେ ପାରମ୍ପରିକ ଚିତଉ ପିଠା ପ୍ରସାଦ ଭାବେ ଲାଗି ହୁଏ । ଏଥିପାଇଁ ଶ୍ରୀମନ୍ଦିରରେ ଦିନ ଗେ।ଟାଏରୁ ସନ୍ଧ୍ୟା ୫ ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

   Related Posts