Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମୃତସରରେ ପାକିସ୍ତାନୀ ଗୁଇନ୍ଦା ଗିରଫ : ହ୍ବାଟସଆପରେ ପାକିସ୍ତାନକୁ ପଠାଉଥିଲା ସୂଚନା

ଅମୃତସର ୧୫/୩: ଅମୃତସରରେ ଆଜି ଏକ ସିକ୍ରେଟ୍‌ ଏଜେଣ୍ଟକୁ ଗିରଫ କରାଯାଇଛି। ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଏଏସଆଇ ପାଇଁ କାମ କରୁଥିଲା। ଏକ ଗୁପ୍ତ ସୂଚନା ପରେ ଅମୃତସରର ସ୍ପେଶାଲ ଅପରେସନ୍ ସେଲର ଟିମ୍ ତାକୁ ଗିରଫ କରିଥିଲେ।

ଏହି ବ୍ୟକ୍ତିଜଣକ ହ୍ବାଟସଆପ୍ ମାଧ୍ୟମରେ ପାକିସ୍ତାନରେ ଥିବା ତା’ ଆକାଙ୍କୁ ଏଠାକାର ସୈନ୍ୟ ସୂଚନା ଦେଉଥିଲା। ବର୍ତ୍ତମାନ ତାକୁ ଚଣ୍ଡିଗଡ଼କୁ ପଠାଯାଇଛି। ଏଠାରେ ତାକୁ କେନ୍ଦ୍ର ଯାଞ୍ଚ ଏଜେନ୍ସି ପଚରାଉଚୁରା କରିବ।   

219 Views

   ସମ୍ବନ୍ଧିତ ଖବର