୬ ଦିନ ବିତିଗଲା ; ଅକ୍ଲାନ୍ତ ପରିଶ୍ରମ ସତ୍ୱେ ଉଦ୍ଧାର ହୋଇପାରିଲେନି ୨ ଜେସିବି ଅପରେଟର
5/06/2018 at 11:43 AM

ଜୟପୁର ରାଣୀଗଡ଼ ପଥର କ୍ୱାରୀରେ ଅଘଟଣକୁ ୬ ଦିନ ବିତିଗଲାଣି ହେଲେ ପଥର ତଳେ ଚାପି ହୋଇ ରହିଥିବା ୨ ଜେସିବି ଶ୍ରମିକ ଏପର୍ଯ୍ୟନ୍ତ ଉଦ୍ଧାର ହେଇପାରିଲେନି | ଯେତେ ଚେଷ୍ଟା କଲେ ମଧ୍ୟ ବଡ ବଡ ପଥର ଖଣ୍ଡ ହଟାଇବା ସମ୍ଭବ ହେଉନାହିଁ | ଏନଡିଆରଏଫ ହାତ ଟେକିଦେବା ପରେ ଉଦ୍ଧାର ପାଇଁ ସେନାର ସହାୟତା ନିଆଯାଇଛି | ରାଞ୍ଚିରୁ ଏକ ସ୍ୱତନ୍ତ ମିଲିଟାରୀ ଟିମ ଆଜି ଉଦ୍ଧାର ଆଇଁ ଆସୁଛନ୍ତି | ମୃତ ଓ ଆହତ ଶ୍ରମିକଙ୍କୁ ଆଇନ ଅନୁଯାୟୀ ସହାୟତା ପ୍ରଦାନ କରାଯିବ | ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ |
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021