Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଖସିଲା ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ: ଅତିରିକ୍ତ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ

9/07/2020 at 8:32 PM

ଭୁବନେଶ୍ବର୯/୭: ରାଜ୍ୟରେ କରୋନା କଟକଣା ଯୋଗୁଁ ମଦ ଉପରେ ରାଜ୍ୟ ଅବକାରୀ ବିଭାଗ ଅତିରିକ୍ତ ଶୁଳ୍କ ଜାରି ଜାରି କରିଥିଲେ। ବୁଧବାର ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କକୁ ହ୍ରାସ କରିଛନ୍ତି। ପୂର୍ବରୁ ମଦ ଦର ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁଥିଲା କିନ୍ତୁ ବର୍ତ୍ତମାନ ସେହି ଶୁଳ୍କ ହ୍ରାସ କରି ୧୫ ପ୍ରତିଶତକୁ ଖସି ଆସିଛି।

ଅନ୍ୟ ରାଜ୍ୟରେ ମଦ ଶୁଳ୍କ ହ୍ରାସ ପାଉଥିବା ବେଳେ ଆଜି ରାଜ୍ୟ ସରକାର ମଦ ଶୁଳ୍କ ହ୍ରାସ କରିଛନ୍ତି। ଏହି ମଦ ଉପରେ ନିଆଯାଉଥିବା ଅତିରିକ୍ତ ଶୁଳ୍କ ଯୋଗୁଁ ରାଜ୍ୟକୁ ମିଳିଛି ୨୦୦ କୋଟି ଟଙ୍କା।  

   Related Posts