Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନୂଆବର୍ଷ ପାଇଁ ଉତ୍ସାହ : ଘଟଗାଁ ତାରିଣୀ ପୀଠରେ ବିଶେଷ ବ୍ୟବସ୍ଥା

30/12/2019 at 11:37 AM

କେନ୍ଦୁଝର ୩୦/୧୨: ଆସନ୍ତାକାଲି ବର୍ଷ ସରିବ । ନୂଆବର୍ଷ କୁ ଅପେକ୍ଷା ରହିଛି । ସବୁଠି ନୂଆବର୍ଷ ପାଇଁ ଅପେକ୍ଷା ଏବଂ ଉତ୍କଣ୍ଠା ରହିଛି । ଖୁବ ଉତ୍ସାହ ବି ରହିଛି । ଶୁଭ କାମ ଆରମ୍ଭ କରିବା ଲାଗି ନୂଆ ବର୍ଷକୁ ଅପେକ୍ଷା ରହିଛି । ଦେବ ଦର୍ଶନ ଏବଂ ପର୍ଯ୍ୟଟନ ସ୍ଥଳ ବୁଲାବୁଲି ସହ ନୂଆବର୍ଷ ଆରମ୍ଭ କରିବା ଲାଗି ସମସ୍ତଙ୍କ ଇଚ୍ଛା ।

ତେଣୁ ରାଜ୍ୟର ବିଭିନ୍ନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳରେ ଏବେଠୁ ଭିଡ ଜମିଲାଣି । ଘଟଗାଁ ତାରିଣୀ ପୀଠରେ ଭକ୍ତଙ୍କ ଶୃଂଖଳିତ ଦର୍ଶନ ଲାଗି ବିଶେଷ ବ୍ୟବସ୍ଥା କରାଯାଇଛି । ବ୍ୟାପକ ପୋଲିସ ବନ୍ଦୋବସ୍ତ ସହ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ସେପଟେ ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ପୀଠରେ ମଧ୍ୟ ଭିଡ ଜମିଲାଣି ।

   Related Posts