Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଭୁଲ୍ ମାଗିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

19/11/2019 at 12:45 PM

ଭୁବନେଶ୍ବର ୧୯।୧୧: ବିରୋଧୀ ଦଳ ନେତାଙ୍କୁ ଭୁଲ୍ ମାଗିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ସୁଯୋଗ ଦେଇନଥିବାରୁ ସେ ଭୁଲ୍ ମାଗିଛନ୍ତି ।

ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ କହୁଥିବା ବେଳେ ସ୍ମିତାରାଣୀ ପ୍ରସଙ୍ଗରେ କିଛି କହିବା କ୍ଷଣି ଗୃହକୁ ମୁଲତବୀ କରି ଦେଇଥିଲେ ବାଚସ୍ପତି । ଏହାକୁ ନେଇ କ୍ଷୁବ୍ଧ ବିରୋଧୀ ଦଳ ନେତା ଗୃହକୁ ଚଳାଇଦେବେନାହିଁ ବୋଲି କହିଥିଲେ ।

ଗତକାଲିର ଘଟଣାକୁ ନେଇ ଆଜି ବାଚସ୍ପତି ଦୁଃଖ ପ୍ରକାଶ କରିଛନ୍ତି । ଭୁଲ୍ ବୁଝାମଣା ଯୋଗୁଁ ସେ କହୁଥିବା ବେଳେ ଗୃହକୁ ମୁଲତବୀ କରିଦେଇଥିଲେ ବୋଲି ବାଚସ୍ପତି କହିଛନ୍ତି । ବିରୋଧୀ ଦଳ ନେତା କହୁଥିବା କଥା ଠିକ୍ ଭାବେ ବୁଝିପାରିନଥିଲେ ବୋଲି ବାଚସ୍ପତି କହିଛନ୍ତି ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଏହା ବାଚସ୍ପତିଙ୍କ ଉଦାରତା, ସିଏ ଭୁଲ୍ ମାଗିଲେ।

   Related Posts