ବିଧାନସଭାରେ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ଖୋଲିବ , ସବୁ ରାଜ୍ୟର ବାଚସ୍ପତିଙ୍କୁ ଲୋକସଭା ବାଚସ୍ପତି ଦେଲେ ପରାମର୍ଶ

Published By : Prameya-News7 Bureau | April 21, 2020 IST

ଭୁବନେଶ୍ୱର ୨୧।୦୪: ବିଧାନସଭାରେ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ସବୁ ରାଜ୍ୟର ବାଚସ୍ପତିଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନସିଂ ଜରିଆରେ ସବୁ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା ବେଳେ ଏପରି ପରାମର୍ଶ ଦେଇଛନ୍ତି ଲୋକସଭା ବାଚସ୍ପତି ।

ମଙ୍ଗଳବାର ଦିନ ସମସ୍ତ ରାଜ୍ୟର ବାଚସ୍ପତିଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ଆଲେଚନା କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ଭିିଡିଓ କନ୍‌ଫରେନ୍ସିରେ ବିଧାନସଭାରେ ସ୍ୱତନ୍ତ ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ପରାମର୍ଶ ଦେଇଛନ୍ତି ଲୋକସଭା ବାଚସ୍ପତି । ଏହି ଆଲୋଚନା ସମୟରେ ରାଜ୍ୟରେ କରୋନା ସ୍ଥିତି କଣ ରହିଛି । ଏବଂ ନିଜ କ୍ଷେତ୍ରରେ କରୋନା ମୁକାବିଲରେ ବିଧାୟକମାନଙ୍କ କଣ ଭୂମିକା ରହିଛି । ସେନେଇ ଆଲୋଚନା ମଧ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.