ସର୍ବ ଦଳୀୟ ବୈଠକ ଡକାଇଲେ ବାଚସ୍ପତି
1/05/2018 at 8:46 AM

ଗୃହର ଅଚଳାବସ୍ଥା ଦୂର କରାଇବାକୁ ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି
ବେକାରୀ, ନିଯୁକ୍ତି ପ୍ରସଙ୍ଗରେ ପ୍ରଶ୍ନକାଳ ଆରମ୍ଭରୁ ମୁଲତବୀ ପ୍ରସ୍ତାବ ଦେଇଥିଲେ ବିରୋଧୀ କଂଗ୍ରେସ
ମରୁଡି ସହାୟତା ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ ବିଜେପି ସଦସ୍ୟ
କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଥିଲେ
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021