ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ କରୋନା ସଂକ୍ରମିତ : ସୈଫଇ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | June 14, 2020 IST

ଲକ୍ଷ୍ନୌ ୧୪/୬: ୟୁପିରେ ସମାଜବାଦୀ ପାର୍ଟିର ନେତା ଏବଂ ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଯାଦବ କରୋନାରେ ସଂକ୍ରମିତ ହୋଇଛନ୍ତି। ପହରଦିନ ରାତିରେ ଜ୍ବର ଆସିବାରୁ ସେ କରୋନା ଟେଷ୍ଟ୍ କରାଇଥିଲେ। ଏହା ପରେ ସଂକ୍ରମିତ ରିପୋର୍ଟ ଆସିବାରୁ ତାଙ୍କୁ ସୈଫଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉତ୍ତରପ୍ରଦେଶରେ କରୋନା ଭାଇରସର ସଂକ୍ରମଣ ଥମିବାର ନାଁ ନେଉନାହିଁ। ଶନିବାର ଉତ୍ତରପ୍ରଦେଶରେ ଗୋଟିଏ ଦିନରେ ୫୦୦ରୁ ଅଧିକ ବ୍ୟକ୍ତି କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.