Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||
  • ବ୍ୟାଟିଂ ବେଳେ ସାମାନ୍ୟ ଭୟଭୀତ ଥିଲେ ଗ୍ରୀନ୍, ଏମିତି କହି ଡର ଛଡାଇଲେ କେଏଲ ରାହୁଲ
  • ||
  • ୨୪ ଘଣ୍ଟାରେ ଦେଶରେ ୩୬୫୯୫ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୪୨ ହଜାରରୁ ଅଧିକ ସଂକ୍ରମିତ
  • ||

ବିବାହିତ ଅଭିନେତାଙ୍କ ସହ ସମ୍ବନ୍ଧ ରଖିବା ଅଭିଯୋଗରେ ୩ ବର୍ଷ ପାଇଁ ବ୍ୟାନ୍ ହୋଇଥିଲେ ଏହି ଅଭିନେତ୍ରୀ

4/09/2019 at 5:26 PM

ମୁମ୍ବାଇ୪|୯: ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାରମାନଙ୍କ ଲଭ ଆଫେୟାର ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ତେବେ ଆଜି ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ବିବାହିତ ଅଭିନେତାଙ୍କ ସହ ସମ୍ବନ୍ଧରେ ଥିଲେ।

ଆଉ ଏହି କାରଣ ଯୋଗୁଁ ଅଭିନେତ୍ରୀଙ୍କୁ ୩ ବର୍ଷ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟାନ୍‌ କରିଥିଲା। ଏହି ଅଭିନେତ୍ରୀ ହେଉଛନ୍ତି ନୀକିତା ଠୁକରାଲ। ନୀକିତା ସାଉଥ ଇଣ୍ଡଷ୍ଟ୍ରୀର ଜଣେ ନାମି ଦାମୀ ଅଭିନେତ୍ରୀ।

ତାଙ୍କ ଅଭିନୟ ଦ୍ବାରା ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ତାମିଲ, କନ୍ନଡ, ତେଲୁଗୁ ଓ ମଲୟାଲମ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଅଭିନେତ୍ରୀ।

ରିପୋର୍ଟ ଅନୁସାରେ ଅଭିନେତ୍ରୀ ନୀକିତାଙ୍କର ଆଫେୟାର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତାଙ୍କ ସହ ଥିଲା। ଏହି ଅଭିନେତା ହେଉଛନ୍ତି ଦର୍ଶନ। ହେଲେ ଦର୍ଶନ ପ୍ରଥମରୁ ବିବାହିତ ଥିଲେ।

ଉଭୟଙ୍କ ଆଫେୟାରର ଖବର ଦର୍ଶନଙ୍କ ପତ୍ନୀ ଜାଣିବା ପରେ ସେ ନାକିତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ ପରେ କନ୍ନଡ ଫିଲ୍ମ  ପ୍ରଡ୍ୟୁସର ଆସୋସିଏଶନ ଅଭିନେତ୍ରୀଙ୍କୁ ୩ ବର୍ଷ ପାଇଁ ବ୍ୟାନ୍‌ କରିଦେଇଥିଲେ।

ସେହି ସମୟରେ ନୀକିତାଙ୍କୁ ତାଙ୍କ ସାଙ୍ଗ ସାଥୀଙ୍କ ସମର୍ଥନ ମିଳିଥିଲା। ଫଲରେ ବ୍ୟାନ ଲାଗିବାର ୪ଦିନ ପରେ ହିଁ ତାଙ୍କ ଉପରୁ କଟକଣା ଉଠିଥିଲା।

   Related Posts