Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବେଡରୁମ୍ ସିନ୍ କରି କରି ଥକି ଗଲେଣି ଏହି ଅଭିନେତ୍ରୀ : ଭଲ ଫିଲ୍ମ ଅଫର ହେଲେ ଫିସ୍ କମ୍ ନେବେ ବୋଲି କହିଲେ ଅଭିନେତ୍ରୀ

29/02/2020 at 3:21 PM

ମୁମ୍ବାଇ ୨୯/୨: ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ଏଣ୍ଡ୍ରିଆ ଜେରେମିଆ ନିଜ କାମ ଦ୍ବାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି। ନିକଟରେ ସେ ନିଜ କାମକୁ ନେଇ କହିଛନ୍ତି ଯେ ସେ ଏବେ ବେଡରୁମ ସିନ୍ କରି କରି ଥକି ସାରିଲେଣି। ଅନେକ ଫିଲ୍ମରେ ବୋଲ୍ଡ ସିନ୍ ଦେଇଥିବା ଏଣ୍ଡ୍ରିଆ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ଅଧିକାଂଶ ଫିଲ୍ମରେ ବେଡରୁମ୍ ସିନ୍ ଅଫର କରାଯାଏ।

ଏଣ୍ଡ୍ରିଆ,ଗୌତମ ବାସୁଦେବ ମେନନଙ୍କ ନିର୍ଦେଶନାରେ ହୋଇଥିବା ଫିଲ୍ମ ‘ପଚାଇକି ମୁଥୁଚରମ୍’ରୁ ଡେବ୍ୟୁ କରିଥିଲେ। ନିଜ ଡେବ୍ୟୁ ପୂର୍ବରୁ ସେ ଏକ କନ୍ନଡ଼ ଫିଲ୍ମ ‘ନାଲ୍ ମୁଧାଲ’ରେ ଛୋଟ ଭୂମିକାରେ ଅଭିନୟ କରିଥିଲେ।

ଏଣ୍ଡ୍ରିଆ ଗତ ବର୍ଷ ଫିଲ୍ମ ‘ଭଡ଼ା ଚେନ୍ନାଇ’ରେ ନଜର ଆସିଥିଲେ ଯାହାର ନିର୍ଦେଶନା ଦେଇଥିଲେ ବେତିମାରନ୍। ଏହି ଫିଲ୍ମରେ ସେ ବେଡରୁମ୍ ସିନ୍ କରିଥିଲେ।

ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ସବୁ ଫିଲ୍ମରେ ଏକା ପରି ବେଡରୁମ୍ ସିନ୍ କରି କରି ବୋର୍ ହୋଇ ଯାଇଛନ୍ତି।

 ଯଦି ତାଙ୍କୁ କେହି ଭଲ ରୋଲ୍ ଅଫର କରନ୍ତି ଏବଂ ସେଥିରେ କମ୍ ଟଙ୍କା ଫିସ୍ ହେଲେ ମଧ୍ୟ ସେ କାମ କରିବାକୁ ପ୍ରସ୍ତୁତ।

ଏଣ୍ଡ୍ରିଆଙ୍କ ଆଗାମୀ ଫିଲ୍ମ କଥା କହିବା ଯଦି ସେ ଏବେ ତଲପତି ବିଜୟଙ୍କ ଫିଲ୍ମ ‘ମାଷ୍ଟର’ରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଏଣ୍ଡ୍ରିଆ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

   Related Posts