Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବ୍ଲାକ୍ ବିକିନିରେ ଏହି ଅଭିନେତ୍ରୀଙ୍କ ଗ୍ଲାମରସ୍ ଅବତାର : ସେୟାର କଲେ ବୋଲ୍ଡ ଫଟୋ

31/12/2019 at 2:53 PM

ମୁମ୍ବାଇ ୩୧/୧୨: ଅଭିନେତ୍ରୀ ସୋଫିଆ ଚୌଧୁରୀ ଏବେ ମାଳଦ୍ବୀପରେ ଛୁଟି କାଟୁଛନ୍ତି। ସେ ସୋଶିଆଲ ମିଡିଆରେ ବ୍ଲାକ୍ ବିକିନି ପିନ୍ଧି ନିଜର ଗ୍ଲାମରସ୍ ଫଟୋ ସେୟାର କରିଛନ୍ତି। ତାଙ୍କ ଫଟୋରୁ ଜଣା ପଡ଼ୁଛି ଯେ ସେ ତାଙ୍କ ଭ୍ୟାକେସନ୍ ଖୋଲିକରି ଏଞ୍ଜୟ କରୁଛନ୍ତି। ସେ ଖୁବ୍ ଗ୍ଲାମରସ୍ ଲାଗୁଛନ୍ତି।

ସେ କ୍ୟାପସନରେ ଲେଖିଛନ୍ତି ଯେ-‘ଯେତେବେଳେ ଆପଣଙ୍କୁ ଲାଗିଥାଏ ଯେ ଏହା ବର୍ଷର ଶେଷ ସୋମବାର ଏବଂ ଆପଣଙ୍କୁ କାମରେ ଯିବାକୁ ପଡ଼ିବ ନାହିଁ।’

ସୋଫି ସୋଶିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି। ସେ ସବୁବେଳେ ନିଜର ଫିଟନେସ୍ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରନ୍ତି।

ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ନ୍ୟୁ ଇୟର ପ୍ଲାନ୍ ବିଷୟରେ କହିଥିଲେ। ସୋଫି କହିଥିଲେ ଯେ ସେ ଆସନ୍ତା ନୂଆବର୍ଷ ଗୋଆରେ ଷ୍ଟେଜ ପରଫରମାନ୍ସ କରିବେ।

ନୂଆବର୍ଷ ସେହି ଭଲ ସମୟ ଯେତେବେଳେ ଆପଣ ଖୁସି ଥାଆନ୍ତି ଏବଂ ଆପଣଙ୍କୁ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ସୁଯୋଗ ମିଳିଥାଏ।

ସେ ଆହୁରି ମଧ୍ୟ କହିଥିଲେ ଯେ ଏହା କେବଳ ନୂଆବର୍ଷର ଆରମ୍ଭ ନୁହେଁ ବରଂ ଏକ ନୂଆ ଯୁଗର ଆରମ୍ଭ । ତାଙ୍କର ଆସନ୍ତାବର୍ଷକୁ ନେଇ ଅନେକ ଆଶା ରହିଛି।

ସୋଫି ଅଧିକାଂଶ ସମୟରେ ବଲିଉଡ ସେଲିବ୍ରିଟିଙ୍କ ସହ ସ୍ପଟ୍ ହୁଅନ୍ତି। ସେ ସବୁବେଳେ ତାଙ୍କ ଗ୍ଲାମରସ୍ ଫଟୋ ପାଇଁ ଇଣ୍ଟରନେଟରେ ଛାଇ ରୁହନ୍ତି।

   Related Posts