ବ୍ଲାକ୍ ବିକିନିରେ ଏହି ଅଭିନେତ୍ରୀଙ୍କ ଗ୍ଲାମରସ୍ ଅବତାର : ସେୟାର କଲେ ବୋଲ୍ଡ ଫଟୋ

Published By : Prameya-News7 Bureau | December 31, 2019 IST

ମୁମ୍ବାଇ ୩୧/୧୨: ଅଭିନେତ୍ରୀ ସୋଫିଆ ଚୌଧୁରୀ ଏବେ ମାଳଦ୍ବୀପରେ ଛୁଟି କାଟୁଛନ୍ତି। ସେ ସୋଶିଆଲ ମିଡିଆରେ ବ୍ଲାକ୍ ବିକିନି ପିନ୍ଧି ନିଜର ଗ୍ଲାମରସ୍ ଫଟୋ ସେୟାର କରିଛନ୍ତି। ତାଙ୍କ ଫଟୋରୁ ଜଣା ପଡ଼ୁଛି ଯେ ସେ ତାଙ୍କ ଭ୍ୟାକେସନ୍ ଖୋଲିକରି ଏଞ୍ଜୟ କରୁଛନ୍ତି। ସେ ଖୁବ୍ ଗ୍ଲାମରସ୍ ଲାଗୁଛନ୍ତି।

{"id":205007,"sizeSlug":"large"}

ସେ କ୍ୟାପସନରେ ଲେଖିଛନ୍ତି ଯେ-‘ଯେତେବେଳେ ଆପଣଙ୍କୁ ଲାଗିଥାଏ ଯେ ଏହା ବର୍ଷର ଶେଷ ସୋମବାର ଏବଂ ଆପଣଙ୍କୁ କାମରେ ଯିବାକୁ ପଡ଼ିବ ନାହିଁ।’

{"id":205008,"sizeSlug":"large"}

ସୋଫି ସୋଶିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି। ସେ ସବୁବେଳେ ନିଜର ଫିଟନେସ୍ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରନ୍ତି।

{"id":205010,"sizeSlug":"large"}

ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ନ୍ୟୁ ଇୟର ପ୍ଲାନ୍ ବିଷୟରେ କହିଥିଲେ। ସୋଫି କହିଥିଲେ ଯେ ସେ ଆସନ୍ତା ନୂଆବର୍ଷ ଗୋଆରେ ଷ୍ଟେଜ ପରଫରମାନ୍ସ କରିବେ।

{"id":205011,"sizeSlug":"large"}

ନୂଆବର୍ଷ ସେହି ଭଲ ସମୟ ଯେତେବେଳେ ଆପଣ ଖୁସି ଥାଆନ୍ତି ଏବଂ ଆପଣଙ୍କୁ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ସୁଯୋଗ ମିଳିଥାଏ।

{"id":205012,"sizeSlug":"large"}

ସେ ଆହୁରି ମଧ୍ୟ କହିଥିଲେ ଯେ ଏହା କେବଳ ନୂଆବର୍ଷର ଆରମ୍ଭ ନୁହେଁ ବରଂ ଏକ ନୂଆ ଯୁଗର ଆରମ୍ଭ । ତାଙ୍କର ଆସନ୍ତାବର୍ଷକୁ ନେଇ ଅନେକ ଆଶା ରହିଛି।

{"id":205017,"sizeSlug":"large"}

ସୋଫି ଅଧିକାଂଶ ସମୟରେ ବଲିଉଡ ସେଲିବ୍ରିଟିଙ୍କ ସହ ସ୍ପଟ୍ ହୁଅନ୍ତି। ସେ ସବୁବେଳେ ତାଙ୍କ ଗ୍ଲାମରସ୍ ଫଟୋ ପାଇଁ ଇଣ୍ଟରନେଟରେ ଛାଇ ରୁହନ୍ତି।

{"id":205021,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.