କେଉଁ କେଉଁ ରାଶି ଉପରେ ରହିବ ଶନିଙ୍କ ସାଢେସାତିର ପ୍ରଭାବ ଜାଣନ୍ତୁ

Published By : Prameya-News7 Bureau | November 23, 2019 IST

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ସାଢେସାତି ରାଶିଗୁଡିକ ଉପରେ ତାର ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ୨୦୨୦ରେ ଶନି କେଉଁ ରାଶି ଉପରେ ଭାରି ପଡିବେ ଏବଂ କେଉଁ ରାଶିର  ଜାତକକୁ ମିଳିହ ଫାଇଦା ।

ମେଷ :

{"id":188507,"width":581,"height":445,"sizeSlug":"large"}

୨୦୨୦ ମହିସାରେ ମେଷ ରାଶିର ଜାତକ ବିଶିଷ୍ଟ ବ୍ୟକ୍ତିଙ୍କୁ ଶନିଙ୍କୁ ଡରିବା ଆବଶ୍ୟକତା ନାହିଁ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କର ସାଢେସାତିର ପ୍ରଭାବ ପଡିବ ନାହିଁ ।

ବୃଷ :

{"id":188508,"width":577,"height":442,"sizeSlug":"large"}

ସେହିଭଳି ବୃଷ ରାଶିର ଜାତକ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ୨୦୨୦ ମସିହାରେ ଶନି ସାଢେସାତିର ପ୍ରଭାବ ପଡିବନାହିଁ ।

ମିଥୁନ :

{"id":188509,"width":581,"height":445,"sizeSlug":"large"}

ଏହି ରାଶି ଉପରେ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବ ।

କର୍କଟ :

{"id":188510,"width":580,"height":444,"sizeSlug":"large"}

୨୦୨୦ ମସିହାରେ କର୍କଟ ରାଶିର ଜାତକ ଉପରେ ଶନି ସାଢେସାତିର ପ୍ରଭାବ ରହିବନାହିଁ ।

ସିଂହ :

{"id":188511,"width":580,"height":444,"sizeSlug":"large"}

ସେହିପରି ସିଂହ ରାଶି ଉପରେ ମଧ୍ୟ ଶନି ସାଢେସାତିର ପ୍ରଭାବ ରହିବନି । ତେଣୁ ଏହି ରାଶିର ଜାତକ ବିଶିଷ୍ଟ ବ୍ୟକ୍ତି ଚିନ୍ତା କରନ୍ତୁନାହିଁ ।

କନ୍ୟା :

{"id":188512,"width":575,"height":440,"sizeSlug":"large"}

କନ୍ୟା ରାଶିର ଜାତକ ଉପରେ ମଧ୍ୟ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବନାହିଁ ।

ତୁଳା :

{"id":188513,"width":573,"height":439,"sizeSlug":"large"}

ଏହି ବର୍ଷ ତୁଳା ରାଶିର ଜାତକ ଉପରେ ମଧ୍ୟ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବନାହିଁ ।

ବିଛା :

{"id":188514,"width":570,"height":436,"sizeSlug":"large"}

୨୦୨୦ ମହିସାରେ ବିଛା ରାଶିର ଜାତକ ଉପରେ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବ ।

ଧନୁ :

{"id":188515,"width":573,"height":439,"sizeSlug":"large"}

ସେହିଭଳି ଧନୁ ରାଶିର ଜାତକ ବିଶିଷ୍ଟ ରାଶି ଉପରେ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବ । ଶନି ସାଢେସାତି ଏହି ରାଶିର ଅନ୍ତିମ ଚରଣରେ ରହିଛି ।

ମକର :

{"id":188516,"width":575,"height":440,"sizeSlug":"large"}

ଶନିର ଗୋଚର ମକର ରାଶିରେ ହିଁ ହେଉଛି । ତେଣୁ ୨୦୨୦ରେ ଏହି ରାଶିରେ ଶନି ସାଢେସାତି ଦ୍ବିତୀୟ ଚରଣରେ ହେବ ।

କୁମ୍ଭ :

{"id":188517,"width":573,"height":439,"sizeSlug":"large"}

ଏହି ବର୍ଷ କୁମ୍ଭ ରାଶିରେ ଶନି ସାଢେସାତିର ପ୍ରଥମ ଚରଣ ଆରମ୍ଭ ହେଉଛି । ଯାହା ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଏହି ରାଶିର କୁଣ୍ଡଳୀରେ ରହିବ ।

ମୀନ :

{"id":188518,"width":579,"height":443,"sizeSlug":"large"}

୨୦୨୦ ମସିହାରେ ମୀନ ରାଶି ଉପରେ ଶନି ଦେବଙ୍କ ସାଢେସାତିର ପ୍ରଭାବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.