Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କେଉଁ କେଉଁ ରାଶି ଉପରେ ରହିବ ଶନିଙ୍କ ସାଢେସାତିର ପ୍ରଭାବ ଜାଣନ୍ତୁ

23/11/2019 at 10:39 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ସାଢେସାତି ରାଶିଗୁଡିକ ଉପରେ ତାର ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ୨୦୨୦ରେ ଶନି କେଉଁ ରାଶି ଉପରେ ଭାରି ପଡିବେ ଏବଂ କେଉଁ ରାଶିର  ଜାତକକୁ ମିଳିହ ଫାଇଦା ।

ମେଷ :

୨୦୨୦ ମହିସାରେ ମେଷ ରାଶିର ଜାତକ ବିଶିଷ୍ଟ ବ୍ୟକ୍ତିଙ୍କୁ ଶନିଙ୍କୁ ଡରିବା ଆବଶ୍ୟକତା ନାହିଁ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କର ସାଢେସାତିର ପ୍ରଭାବ ପଡିବ ନାହିଁ ।

ବୃଷ :

ସେହିଭଳି ବୃଷ ରାଶିର ଜାତକ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ୨୦୨୦ ମସିହାରେ ଶନି ସାଢେସାତିର ପ୍ରଭାବ ପଡିବନାହିଁ ।

ମିଥୁନ :

ଏହି ରାଶି ଉପରେ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବ ।

କର୍କଟ :

୨୦୨୦ ମସିହାରେ କର୍କଟ ରାଶିର ଜାତକ ଉପରେ ଶନି ସାଢେସାତିର ପ୍ରଭାବ ରହିବନାହିଁ ।

ସିଂହ :

ସେହିପରି ସିଂହ ରାଶି ଉପରେ ମଧ୍ୟ ଶନି ସାଢେସାତିର ପ୍ରଭାବ ରହିବନି । ତେଣୁ ଏହି ରାଶିର ଜାତକ ବିଶିଷ୍ଟ ବ୍ୟକ୍ତି ଚିନ୍ତା କରନ୍ତୁନାହିଁ ।

କନ୍ୟା :

କନ୍ୟା ରାଶିର ଜାତକ ଉପରେ ମଧ୍ୟ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବନାହିଁ ।

ତୁଳା :

ଏହି ବର୍ଷ ତୁଳା ରାଶିର ଜାତକ ଉପରେ ମଧ୍ୟ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବନାହିଁ ।

ବିଛା :

୨୦୨୦ ମହିସାରେ ବିଛା ରାଶିର ଜାତକ ଉପରେ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବ ।

ଧନୁ :

ସେହିଭଳି ଧନୁ ରାଶିର ଜାତକ ବିଶିଷ୍ଟ ରାଶି ଉପରେ ଶନି ଦେବଙ୍କ ସାଢେସାତିର ପ୍ରଭାବ ରହିବ । ଶନି ସାଢେସାତି ଏହି ରାଶିର ଅନ୍ତିମ ଚରଣରେ ରହିଛି ।

ମକର :

ଶନିର ଗୋଚର ମକର ରାଶିରେ ହିଁ ହେଉଛି । ତେଣୁ ୨୦୨୦ରେ ଏହି ରାଶିରେ ଶନି ସାଢେସାତି ଦ୍ବିତୀୟ ଚରଣରେ ହେବ ।

କୁମ୍ଭ :

ଏହି ବର୍ଷ କୁମ୍ଭ ରାଶିରେ ଶନି ସାଢେସାତିର ପ୍ରଥମ ଚରଣ ଆରମ୍ଭ ହେଉଛି । ଯାହା ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଏହି ରାଶିର କୁଣ୍ଡଳୀରେ ରହିବ ।

ମୀନ :

୨୦୨୦ ମସିହାରେ ମୀନ ରାଶି ଉପରେ ଶନି ଦେବଙ୍କ ସାଢେସାତିର ପ୍ରଭାବ ନାହିଁ ।

   Related Posts