କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରିଥିବାରୁ ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା UNDP

Published By : Prameya-News7 Bureau | September 29, 2020 IST

ମୁମ୍ବାଇ ୨୯/୦୯ : କରୋନା ମହାମାରୀ ସମୟରେ ହଜାର ହଜାର ଅସହାୟ ଓ ଅଭାବୀଙ୍କୁ ସାହାଯ୍ୟ କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ସୋନୁ ସୁଦଙ୍କ ଏହି ସହାୟତା ପାଇଁ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ (UNDP) ଦ୍ୱାରା ପ୍ରତିଷ୍ଠିତ ଏସ୍‌ଡ଼ିପି ସ୍ପେଶାଲ ହ୍ୟୁମାନିଟେରିଆନ୍ ଆକ୍ସନ୍ ଆୱାର୍ଡ (SDG Special Humanitarian Action Award) ରେ ସମ୍ମାନିତ କରାଯାଇଛି ।

wp:core-embed/twitter {"url":"https://twitter.com/FilmCompanion/status/1310904721419497472","type":"rich","providerNameSlug":"twitter","className":""}
https://twitter.com/FilmCompanion/status/1310904721419497472
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.