Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଡାକ୍ତରଙ୍କୁ ସୋନୁ ସୁଦଙ୍କ ପ୍ରଶ୍ନ! ଜୀବନ ବଞ୍ଚାଇବା ପାଇଁ ଅନ୍ୟ କୌଣସି ଔଷଧ ନାହିଁ?

19/05/2021 at 12:20 PM

ନୂଆଦିଲ୍ଲୀ ୧୯/୦୫: ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ   ଲୋକମାନଙ୍କୁ ଅନେକ ସାହାଯ୍ୟ କରୁଛନ୍ତି । ଏହାର ସୂଚନା ସେ ନିଜ ସୋସିଆଲ ଆକାଉଣ୍ଟରୁ ଦେଉଛନ୍ତି । କିନ୍ତୁ ସୋନୁ ସୁଦଙ୍କ ସର୍ବଶେଷ ଟ୍ୱିଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୋନୁ ସୁଦ ତାଙ୍କର ଶେଷ ଟ୍ୱିଟରେ ଡାକ୍ତରଙ୍କୁ ପ୍ରଶ୍ନ କରି ଲେଖିଛନ୍ତି, “ଏକ ସରଳ ପ୍ରଶ୍ନ, ଯେତେବେଳେ ସମସ୍ତେ ଜାଣନ୍ତି ଯେ ଏହି ନିର୍ଦ୍ଦିଷ୍ଟ ଇଞ୍ଜେକ୍ସନ କୌଣସି ସ୍ଥାନରେ ଉପଲବ୍ଧ ନୁହେଁ, ଡାକ୍ତରମାନେ କାହିଁକି ଏହାକୁ ପ୍ରୟୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି? ଯେତେବେଳେ ଡାକ୍ତରଖାନା ଏହି ଔଷଧ ପାଇବାରେ ଅସମର୍ଥ, ଜଣେ ସାଧାରଣ ଲୋକ ଏହାକୁ କେଉଁଠୁ ପାଇବେ? ଲୋକଙ୍କୁ ବଞ୍ଚାଇବା ପାଇଁ ଆମେ କାହିଁକି ଅନ୍ୟ କୌଣସି ଔଷଧ ବ୍ୟବହାର କରିପାରିବୁ ନାହିଁ? ”

ସୋନୁ ସୁଦଙ୍କ ଏହି ଟୁଇଟ୍ ବୋଧହୁଏ ରେମେଡେସିଭିର ଇଞ୍ଜେକ୍ସନ୍ ବିଷୟରେ, ଯାହା ସେ ଡାକ୍ତରମାନଙ୍କୁ ପ୍ରଶ୍ନ କରିଛନ୍ତି। ଅଭିନେତାଙ୍କ ଏହି ଟ୍ୱିଟ ଖୁବ୍ ଭାଇରାଲ ହେଉଛିଛି। ୟୁଜରମାନେ ଟ୍ୱିଟ୍ କରି ତାଙ୍କ ଟ୍ୱିଟର ପ୍ରତିକ୍ରିୟା ଦେଉଛନ୍ତି ।

   Related Posts