Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସୋନପୁରରେ ଜୋର ଧରିଛି ପ୍ରଚାର : ଡୋର ଟୁ ଡୋର ପ୍ରଚାର କରୁଛନ୍ତି ନିରଞ୍ଜନ ପୂଜାରୀ

8/04/2019 at 10:48 AM

ସୁବର୍ଣ୍ଣପୁର ୮/୪ : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରଚାର ଯୋର ଧରିଛି । ଚାରି ଚାରି ଥରର ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ ଏଥର ପୁଣି ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ।

ସଦର ପୌର ପରିଷଦ ଅଧିନରେ ଥିବା ସମସ୍ତ ପଡାକରେ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହିତ ନିର୍ବାଚନ ପ୍ରଚାର କରୁଛନ୍ତି । ନିରଂଜନ ଡୋର ଟୁ ଡୋର ପ୍ରଚାର କରିବା ସହିତ ପ୍ରତିଟି ପଡାରେ ଦଳୀୟ କର୍ମୀଙ୍କ ଦ୍ବାରା ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ବିକାଶମୂଳକ ଯୋଜନାଗୁଡିକ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା ସହ ଭୋଟ ଭିକ୍ଷା କରୁଛନ୍ତି ।

ସହରର ଝୁପୁଡି ପଡା, ଘୋଡାଘାଟ ପଡା,ବ୍ଳ କ ଛକ, ମଝିପଡା, ବଡବଜାରରେ ଛୋଟ ଛୋଟ ସାଧାରଣର ସଭା ମାଧ୍ୟମରେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ବକ୍ତବ୍ୟ ରଖୁଛନ୍ତି । ଦେଢବର୍ଷ ଭିତରେ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ସୁବର୍ଣ୍ଣପୁର ସହର ପାଇଁ କାର୍ଯ୍ୟ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ ନିର୍ବାଚନ ପରବର୍ତ୍ତି ଯୋଜନାଗୁଡିକ ବିଷୟ ଉପସ୍ଥାପନ କରି ଭୋଟର ମାନଙ୍କୁ ଆକୃଷ୍ଟ କରୁଛନ୍ତି । ଶାନ୍ତି, ମୌତ୍ରୀ ଓ ପ୍ରଗତି ନାରାରେ ଏଥର ନିର୍ବାଚନରେ ବିଜୟୀ ହେବେ ବୋଲି ନିଜର ପ୍ରତିକ୍ରୀୟା ରଖିଛନ୍ତି ।

   Related Posts