Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଦାଦନ ଶ୍ରମିକଙ୍କ ଟଙ୍କା ଲୁଟି ଦଲାଲ ଫେରାର

28/07/2018 at 10:25 AM

୧୩ ଜଣ ଦାଦନ ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ଲୁଟି ନେଲା ଦାଦନ ଦଲାଲ | ହାଇଦ୍ରାବାଦରେ ଦାଦନ ଖଟେଇବାକୁ କହି ନେଇଥିଲା ଦଲାଲ ଜଣକ | ହେଲେ ସେଠାରେ ଏକ ଇଟା ଫ୍ୟାକ୍ଟ୍ରିରେ ୬ ମାସ କାମ କରାଇବା ପରେ କିଛି ଟଙ୍କା ନଦେଇ ଗରିବ ଶ୍ରମିକମାନଙ୍କୁ ଠକି ଦେଇଥିଲା ଦଲାଲ | ଏହାକୁ ନେଇ ଶ୍ରମିକମାନେ ସୁବର୍ଣପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି | ତେବେ ଶ୍ରମ ଅଧିକାରୀଙ୍କ ନିର୍ଦେଶକ୍ରମେ ଶ୍ରମିକମାନଙ୍କ ଟଙ୍କା ଫେରାଇବା ପାଇଁ ଦଲାଲକୁ ନିର୍ଦେଶ ଦିଆଯାଇଛି | ହେଲେ ଦଲାଲ ଅଧିକାରୀଙ୍କ ନିର୍ଦେଶକୁ ବେଖାତିର କରି ଫେରାର ହେଇଯାଇଛି | ତେବେ ପୁଣି ଥରେ ନୋଟିସ ପଠାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ |

   Related Posts