Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଭୁବନେଶ୍ୱରରେ ସୋନମ କପୁର

2/09/2019 at 9:04 PM

ଭୁବନେଶ୍ୱର ୨।୯-ରାଜ୍ୟର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ ଲାଲଚନ୍ଦ ଜୁଏଲାର୍ସ ପକ୍ଷରୁ ଆଜି ଏହାର ତୃତୀୟ ଗ୍ରାଣ୍ଡ ଆଉଟଲେଟ୍‌ର ଶୁଭ ଉଦ୍‌ଘାଟନ ହୋଇଛି ଭୁବନେଶ୍ବର ସ୍ଥିତ ରଘୁନାଥପୁରରେ। ଉଦଘାଟନୀ ଉତ୍ସବରେ ଏହାର ମୁଖ୍ୟ ଅତିଥି ରହିଥିଲେ ବଲିଉଡ୍ ଷ୍ଟାର ଓ ଷ୍ଟାଇଲ୍ ଆଇକନ୍ ସୋନମ୍ କପୁର।

୩୦ ହଜାର  ସ୍କୋୟାରଫୁଟରେ ବନିଥିବା ଲାଲଚନ୍ଦ ଜୁଏଲର୍ସର ଏହି ଗ୍ରାଣ୍ଡ ଆଉଟଲେଟ୍‌ ଥିବା ଡିଜାଇନର ଜୁଏଲାରୀ କଲେକସନ୍‌କୁ ଖୁବ୍‌ ପ୍ରଶଂସା କରିଥିଲେ ସୋନମ।

ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିଥିବା ସୋନମ୍‌ ନିଜକୁ ଓଡ଼ିଆ ସଂସ୍କୁତି ଓ ଓଡ଼ିଶୀର ଜଣେ ବଡ଼ ପ୍ରଶଂସକ ବୋଲି କହିଥିଲେ। ସୋନମ ତାଙ୍କର ଅପ୍‌ କମିଙ୍ଗ ମୁଭି -ଦ ଜୋୟା ଫ୍ୟାକ୍ଟରକୁ- ନେଇ ଖୁବ ଏକ୍ସସାଇଟେଡ୍ ଥିବା କହିଛନ୍ତି।

ଟ୍ବିନସିଟି ସହ ରାଜ୍ୟରେ ଡିଜାଇନର ଓ ଏକ୍ସୋପ୍ରୋଟ କ୍ବାଲିଟି ଜୁଏଲାରୀର ଆବଶ୍ୟକତା ପୂରଣ କରିବା ପାଇଁ ଏହି ସୋରୁମ୍ ଉଦ୍ଦିଷ୍ଟ ବୋଲି ଏହି ଅବସରରେ କହିଛନ୍ତି ଲାଲଚନ୍ଦ ଗ୍ରୁପ ଚେୟାୟାରମ୍ୟାନ ସଞ୍ଜୟ ହଂସ ।

   Related Posts