ଭୁବନେଶ୍ୱରରେ ସୋନମ କପୁର

Published By : Prameya-News7 Bureau | September 02, 2019 IST

ଭୁବନେଶ୍ୱର ୨।୯-ରାଜ୍ୟର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ ଲାଲଚନ୍ଦ ଜୁଏଲାର୍ସ ପକ୍ଷରୁ ଆଜି ଏହାର ତୃତୀୟ ଗ୍ରାଣ୍ଡ ଆଉଟଲେଟ୍‌ର ଶୁଭ ଉଦ୍‌ଘାଟନ ହୋଇଛି ଭୁବନେଶ୍ବର ସ୍ଥିତ ରଘୁନାଥପୁରରେ। ଉଦଘାଟନୀ ଉତ୍ସବରେ ଏହାର ମୁଖ୍ୟ ଅତିଥି ରହିଥିଲେ ବଲିଉଡ୍ ଷ୍ଟାର ଓ ଷ୍ଟାଇଲ୍ ଆଇକନ୍ ସୋନମ୍ କପୁର।

{"id":152347}

୩୦ ହଜାର  ସ୍କୋୟାରଫୁଟରେ ବନିଥିବା ଲାଲଚନ୍ଦ ଜୁଏଲର୍ସର ଏହି ଗ୍ରାଣ୍ଡ ଆଉଟଲେଟ୍‌ ଥିବା ଡିଜାଇନର ଜୁଏଲାରୀ କଲେକସନ୍‌କୁ ଖୁବ୍‌ ପ୍ରଶଂସା କରିଥିଲେ ସୋନମ।

{"id":152348}

ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିଥିବା ସୋନମ୍‌ ନିଜକୁ ଓଡ଼ିଆ ସଂସ୍କୁତି ଓ ଓଡ଼ିଶୀର ଜଣେ ବଡ଼ ପ୍ରଶଂସକ ବୋଲି କହିଥିଲେ। ସୋନମ ତାଙ୍କର ଅପ୍‌ କମିଙ୍ଗ ମୁଭି -ଦ ଜୋୟା ଫ୍ୟାକ୍ଟରକୁ- ନେଇ ଖୁବ ଏକ୍ସସାଇଟେଡ୍ ଥିବା କହିଛନ୍ତି।

{"id":152349}

ଟ୍ବିନସିଟି ସହ ରାଜ୍ୟରେ ଡିଜାଇନର ଓ ଏକ୍ସୋପ୍ରୋଟ କ୍ବାଲିଟି ଜୁଏଲାରୀର ଆବଶ୍ୟକତା ପୂରଣ କରିବା ପାଇଁ ଏହି ସୋରୁମ୍ ଉଦ୍ଦିଷ୍ଟ ବୋଲି ଏହି ଅବସରରେ କହିଛନ୍ତି ଲାଲଚନ୍ଦ ଗ୍ରୁପ ଚେୟାୟାରମ୍ୟାନ ସଞ୍ଜୟ ହଂସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.