Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସୋନମଙ୍କ ପାଇଁ ସ୍ୱାମୀ ଆନନ୍ଦଙ୍କ ନୂଆ ନିୟମ, ବେଡ୍‌ରୁମ୍‌ରେ ମନା…

2/09/2020 at 2:41 PM

ମୁମ୍ବାଇ ତା ୦୨/୦୯- ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଜଣେ ସେଲିବ୍ରିଟି। ତାଙ୍କ ପାଇଁ ବି ରହିଛି କିଛି କଡ଼ା ନିୟମ। ନିୟମ ଲାଗୁ କରିଛନ୍ତି ଖୋଦ୍ ସୋନମଙ୍କ ସ୍ବାମୀ ଆନନ୍ଦ ଆହୁଜା। ଏବେ ସୋନମଙ୍କୁ ଯେମିତି ହେଲେ ତାଙ୍କ ନିୟମ ପାଳନ କରିବାକୁ ହେବ। ଏକ ସାକ୍ଷାତକାରରେ ସୋନମ୍ କହିଥିଲେ ଆନନ୍ଦ ମୋ ପାଇଁ ଓ ନିଜ ପାଇଁ କଡ଼ା ବେଡରୁମ୍ ନିୟମ କରିଛନ୍ତି। ଶୋଇବା ସମୟରେ କେହି ମୋବାଇଲ୍ ବ୍ୟବହାର କରିବେ ନାହିଁ। ଏତିକି ନୁହେଁ ବେଡରୁମରେ ମୋବାଇଲ ଚାର୍ଜରେ ମଧ୍ୟ ବସିବ ନାହିଁ। ଯଦି ଚାର୍ଜ କରିବା ଆବଶ୍ୟକ ତେବେ ଶୋଇବା ପୂର୍ବରୁ ବାଥରୁମ୍ ନଚେତ୍ ହଲରେ ଚାର୍ଜ ବସାଇବାକୁ ହେବ।

ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ରହନ୍ତି ସୋନମ୍ କପୁର। ରାତିରେ ଶୋଇବା ବେଳେ ମୋବାଇଲରେ ଜଡ଼ିତ ରହିଲେ ନିଦରେ ପ୍ରଭାବ ପଡ଼ିବା ସହ ସ୍ବାସ୍ଥ୍ୟ ଉପରେ ମଧ୍ୟ ସମସ୍ୟା ସୃଷ୍ଟି କରିବ। ଏ କଥାକୁ ବୋଧେ ବୁଝିପାରିଛନ୍ତି ଆନନ୍ଦ । ସେଥିପାଇଁ ସେ ଏଭଳି ନିୟମ ନିଜ ପାଇଁ ଓ ସୋନମଙ୍କ ପାଇଁ ଲାଗୁ କରିଛନ୍ତି। ଆନନ୍ଦ ଏ ଉପଦେଶ ଅନ୍ୟ ସମସ୍ତଙ୍କୁ ମଧ୍ୟ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

   Related Posts