ବାପାକୁ ପଥରରେ ଛେଚି ହତ୍ୟା ପରେ ପୁଅର ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

Published By : Prameya-News7 Bureau | December 22, 2019 IST

ନୂଆପଡା ୨୨।୧୨: ମଦୁଆ ପୁଅର ଉନ୍ମତ କାଣ୍ଡ । ପଥରରେ ଛେଚି ନିଜ ବାପାକୁ ହତ୍ୟା କଲା ପୁଅ । ବାପାକୁ ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି ପୁଅ । ହତ୍ୟା ଓ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

{"id":201197,"sizeSlug":"large"}

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟରେ ଥିବା ଗାଚିବେଡା ଗାଁରେ ନିଜ ବାପାକୁ ହତ୍ୟା କରିଛି ପୁଅ । ମୃତକ ରାମସିଂ ମାଝୀ , ହତ୍ୟାକାରୀ ପୁଅ ଦେବ ଚରଣ ମାଝୀ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.