Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପୁଅକୁ ହତ୍ୟା କରି ପୋତିଦେଲା ବାପା, ୭ ଦିନ ପରେ ପଦାକୁ ଆସିଲା ସତ

29/05/2020 at 8:41 AM

ଆଠଗଡ ୨୯।୫: କଟକ ଜିଲ୍ଲା ଆଠଗଡରେ ଅଭାବନୀୟ ଘଟଣା ଘଟିଛି । ପୁଅକୁ ହତ୍ୟା କରି ପୋତିଦେଇଛି ବାପା । ହତ୍ୟାକାଣ୍ଡର ୭ ଦିନ ପରେ ଘଟଣା ପଦାକୁ ଆସିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଗୁରୁଡୁଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି କୁନା ଦେହୁରୀ । ତାଙ୍କ ବୟସ ୩୦ବର୍ଷ ବୋଲି ଜଣାପଡିଛି । ହତ୍ୟା ଅଭିଯୋଗରେ ୬୦ ବର୍ଷ ବୟସ୍କ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀକୁ ଥାନାରେ ଅଟକ ରଖି ପୋଲିସ ଛାନଭିନ୍ କରୁଛି ।

ଘଟଣାର ୭ ଦିନ ପରେ ଖବର ପାଇ ମାଟି ଖୋଳି ଶବକୁ ଜବତ କରିଛି ଗୁରୁଡୁଝାଟିଆ ପୋଲିସ । ହତ୍ୟାର କାରଣ ଜଣାପଡିନି । ଘଟଣାସ୍ଥଳରେ ପୋଲିସ ଟିମ୍ ତନାଘନା କରୁଛି ।

   Related Posts