ପୁଅକୁ ହାଣିଲା ବାପା
22/06/2018 at 11:47 AM

ସମ୍ବଲପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଘରୋଇ କଳହକୁ କେନ୍ଦ୍ର କରି ପୁଅକୁ ହତ୍ୟା କରିଛି ବାପା | ମୃତକ ପୁଅ ରାମ ଲୋହାର | ଅଭିଯୁକ୍ତ ବାପାକୁ ଅଟକ ରଖି ତଦନ୍ତ କରୁଛି ପୋଲିସ |
Prameya News7, News7 Odia, Odisha Latest News, Odisha Current Headlines, Odisha News Online