ଶିକାର କରିବାକୁ ଯାଇଥିବା ବାପାର ଗୁଳି ମାଡରେ ପୁଅର ମୃତ୍ୟୁ

Published By : Prameya-News7 Bureau | December 02, 2019 IST

କନ୍ଧମାଳ୨/୧୨: ଶିକାର କରିବାକୁ ଯାଇଥିବା ବାପାର ଗୁଳି ମାଡରେ ପୁଅର ମୃତ୍ୟୁ । କନ୍ଧମାଳ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଅଭାବନୀୟ । ଶିକାର କରିବାକୁ ଯାଇଥିବା ଯୁବକଙ୍କ ଗୁଳିବିଦ୍ଧ ମୃତଦେହକୁ ଦାରିଙ୍ଗବାଡ଼ି ପୋଲିସ ଜବତ କରିଛି। ମୃତ ଯୁବକ ବି. ଡକେବାଡ଼ି ଗାଁର କ୍ରିଷ୍ଣା ନାୟକ ।

{"id":193035,"sizeSlug":"large"}

ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି। ରବିବାର ଦିନ ରାତିରେ ବାରହା ଶିକାର କରିବାକୁ ବାପ ପୁଅଙ୍କ ସମେତ ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ବାପାର ଗୁଳି ମାଡରେ ପୁଅର ମୃତ୍ୟୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.