Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିକାର କରିବାକୁ ଯାଇଥିବା ବାପାର ଗୁଳି ମାଡରେ ପୁଅର ମୃତ୍ୟୁ

2/12/2019 at 8:46 PM

କନ୍ଧମାଳ୨/୧୨: ଶିକାର କରିବାକୁ ଯାଇଥିବା ବାପାର ଗୁଳି ମାଡରେ ପୁଅର ମୃତ୍ୟୁ । କନ୍ଧମାଳ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଅଭାବନୀୟ । ଶିକାର କରିବାକୁ ଯାଇଥିବା ଯୁବକଙ୍କ ଗୁଳିବିଦ୍ଧ ମୃତଦେହକୁ ଦାରିଙ୍ଗବାଡ଼ି ପୋଲିସ ଜବତ କରିଛି। ମୃତ ଯୁବକ ବି. ଡକେବାଡ଼ି ଗାଁର କ୍ରିଷ୍ଣା ନାୟକ ।

ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି। ରବିବାର ଦିନ ରାତିରେ ବାରହା ଶିକାର କରିବାକୁ ବାପ ପୁଅଙ୍କ ସମେତ ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ବାପାର ଗୁଳି ମାଡରେ ପୁଅର ମୃତ୍ୟୁ।

   Related Posts