Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅନ୍ତିମ ସଂସ୍କାର ପାଇଁ ଆସିଲେନି ସମ୍ପର୍କୀୟ, ବାପାଙ୍କ ମୃତଦେହ ସାଇକେଲରେ ନେଇ ସତ୍କାର କଲେ ପୁଅ

28/04/2021 at 4:00 PM

ବଲାଙ୍ଗୀର ୨୮।୪: ବଲାଙ୍ଗୀର ଭାଲୁ ଦୁଙ୍ଗୁରି ଗାଁରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ । ସାହି-ପଡ଼ିଶା ବନ୍ଧୁ-ବାନ୍ଧବ ରକ୍ତ ସମ୍ପର୍କ କେହି ନ ବାହାରିବାରୁ ଶବକୁ ସାଇକେଲରେ ନେଇ ଅନ୍ତିମ ସଂସ୍କାର କରିଛନ୍ତି ପୁଅ । ଏଭଳି ଏକ ଘଟଣା କରୋନା କାଳରେ ମଣିଷ ସମାଜକୁ ଆନ୍ଦୋଳିତ କରିଛି । ବଲାଙ୍ଗିର  ଖପ୍ରାଖୋଲ ବ୍ଲକ୍ ଭାଲୁଡୁଙ୍ଗୁରି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ କେହି ବି ଆସିନଥିଲେ । ନିଜ ସଂପର୍କୀୟ ସମସ୍ତେ ଉଚ୍ଚ ଶିକ୍ଷିତ ହୋଇଥିଲେ ବି କରୋନା ଡରରେ ଭୁଲି ଯାଇଥିଲେ ରକ୍ତ ସମ୍ପର୍କ । ସେପଟେ ବୃଦ୍ଧଙ୍କ ମୃତ୍ୟୁ ପରେ ମେଡିକାଲ ତରଫରୁ ଶବକୁ ସତ୍କାର ପାଇଁ ୬ଟି ପିପିଇ କିଟ୍ ମଧ୍ୟ ଦିଆଯାଇଥିଲା ପରିବାରଲୋକଙ୍କୁ । କିନ୍ତୁ କରୋନା ଡର ଭୁଲାଇ ଦେଲା ରକ୍ତ ସମ୍ପର୍କ ।

   Related Posts