Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଲଣ୍ଡନ ବାସିନ୍ଦା ୫ ବର୍ଷୀୟ ଓଡିଆ ଶିଶୁ ଆରହଣଙ୍କ ଠାରୁ ଆଣ୍ଟିବଡି ସାମ୍ପୁଲ ସଂଗ୍ରହ କଲେ ଅକ୍ସଫୋର୍ଡ ବିଶେଷଜ୍ଞ, ପୂର୍ବରୁ ତାଙ୍କ ବାପା ଅକ୍ସଫୋର୍ଡ ହ୍ୟୁମାନ ଟ୍ରାଏଲରେ ହୋଇଥିଲେ ସାମିଲ

13/05/2021 at 3:22 PM

ସମ୍ବଲପୁର,୧୩/୦୫:  ବାପାଙ୍କ ରାସ୍ତାରେ କୁନି ପୁଅ । ଦିନେ କୋଭିଡ ଭ୍ୟାକସିନ୍‌ର  ହ୍ୟୁମାନ ଟ୍ରାଏଲରେ ବାପା ସ୍ବେଚ୍ଛାକୃତ ଯୋଗ ଦେଇଥିବାବେଳେ ଆଜି ପୁଅ ବି ନେଲେ ଭାଗ ।

ଅକ୍ସଫୋର୍ଡ ଟିକା ପାଇଁ ବାପା ଦିନେ ସ୍ବେଚ୍ଛାକୃତ ଭାବେ ଟିକା ନେଇଥିଲେ । ଟ୍ରାଏଲରେ ସାମିଲ ହୋଇଥିଲେ ।  ଆଜି ପୁଅ ଦେହରୁ ସଂଗ୍ରହ ହେଲା ଆଣ୍ଟିବଡି । ସୂଚନା ଅନୁସାରେ, ସମ୍ବଲପୁରର ଅଂକନ ନାୟକ ବର୍ତ୍ତମାନ ଲଣ୍ଡନରେ ରହୁଥିବାବେଳେ କରୋନା ଟିକାର ହ୍ୟୁମାନ ଟ୍ରାଏଲରେ ଭାଗ ନେଇଥିଲେ । ତେବେ ବ୍ଲାକ ଏସିଆନ ଆଣ୍ଡ ମାଇନରିଟି ( ବିଏଏମଇ) ହିସାବରେ ତାଙ୍କ ପୁଅ ଆରହଣ ନାୟକ ମଧ୍ୟ ଆଗାମୀ ଦିନରେ ଛୋଟ ଛୁଆଙ୍କ ଟିକା ପାଇଁ ହ୍ୟୁମାନ ଟ୍ରାଏଲରେ ଭାଗ ନେବେ ।

ଏଥିପାଇଁ ସାଢେ ୫ବର୍ଷ ବୟସର ଆରହଣଙ୍କ ଠାରୁ ସଂଗ୍ରହ ହୋଇଛି ଆଣ୍ଟିବଡି । ତେବେ ଏହି କ୍ଷେତ୍ରରେ ଆରହଣ ପ୍ରଥମ ଭାରତୀୟ ବୋଲି ଜଣାପଡିଛି ।

   Related Posts