Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଜମିବାଡି ବିବାଦକୁ କେନ୍ଦ୍ରକରି ବାପାଙ୍କୁ ମାଡ ଘଟଣା : ପୁଅ ଓ ବୋହୂ ଗିରଫ

13/08/2019 at 12:34 PM

ଆନନ୍ଦପୁର ୧୩|୮: କେନ୍ଦୁଝର ଜିଲ୍ଲା ଘସିପୁରା ଗାଁରେ ବୋହୂର ଠେଙ୍ଗା ମାଡରେ ଶ୍ବଶୁର ଗୁରୁତର ଘଟଣାରେ ଉଭୟ ପୁଅ ଓ ବୋହୁକୁ ଗିରଫ କରିଛି ଘସିପୁରା ପୋଲିସ । ଗିରଫ ପୁଅ ଭୀମସେନ ସାହୁ ଓ ବୋହୁ ତିଳୋତମା ସାହୁ ।

ଜମିବାଡି ବିବାଦ ଘଟଣାକୁ ନେଇ ପୁଅ ଭୀମସେନ ଓ ବୋହୂ ତିଳୋତମା ମିଳିତ ଭାବେ ବାପା ବଳରାମ ସାହୁଙ୍କୁ ଆକ୍ରମଣ କରିଥିଲେ । ଫଳରେ ବଳରାମ ଗୁରୁତର ହୋଇଥିଲେ । ପୋଲିସ ଉଭୟଙ୍କ ବିରୋଧରେ ୩୦୭ ଦଫାରେ ମାମଲା ରୁଜୁ କରି ଗିରଫ କରିଛି ।

   Related Posts