Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସୃଷ୍ଟିର ସୁନ୍ଦର ପତଙ୍ଗ ପ୍ରଜାପତି : କିଣିପାରେ ସମସ୍ତଙ୍କ ମନ, ହେଲେ ଜାଣନ୍ତି କି ପ୍ରଜାପତିର ଆୟୁଷ କେତେ ଆଉ ସେ ଖାଏ କଣ ? ଜାଣନ୍ତୁ କିଛି ତଥ୍ୟ

19/12/2018 at 3:46 PM

“ପରଜାପତି ତରକା ଅତି

ଫୁଲରୁ ଫୁଲକୁ ବୁଲୁଥାନ୍ତି” 

ବଗିଚାରେ ବିଭିନ୍ନ ରଙ୍ଗର ପ୍ରଜାପତି ଗୋଟେ ଫୁଲ ରୁ ଆଉ ଗୋଟେ ଫୁଲ ବୁଲି ବୁଲି ଖେଳୁଥାଏ। ଏଇ ଆର୍କଷଣୀୟ ଦୃଶ୍ୟ ଦେଖିଲେ ମନ ଖୁସି ହୋଇଯାଏ। ପ୍ରଜାପତି, ପ୍ରକୃତିର ଏକ ଅନବଦ୍ୟ ଅବଦାନ। ପ୍ରଜାପତି ଧରିବା ଫାଇଁ ବୟସ୍କମାନେ ମଧ୍ୟ ଛୋଟ ପିଲାଙ୍କ ପରି ତା ପଛରେ ଦୌଡିଯାନ୍ତି। ପ୍ରଜାପତିକୁ ନେଇ ସାହିତ୍ୟ, ସଂଗୀତ, ଚିତ୍ରରେ ରହିଛି କେତେ କେତେ ଚିତ୍ରକଳ୍ପ । ପ୍ରଜାପତିର ରଂଗ ବେରଂଗ ପର  ପ୍ରତିଟି ମଣିଷକୁ କରିପାରେ ଆନମନା ।  ତେବେ ଏଇ ଛୋଟିଆ ପତଂଗର କେତେକ ବିଶେଷ ଗୁଣ ରହିଛି । ଯାହା ଆପଣ ଜାଣିନଥିବେ । ଆସନ୍ତୁ ଜାଣିବା ପ୍ରଜାପତିର କିଛି ଅଜଣା କଥା।

୧. ପ୍ରଜାପତିମାନେମଣିଷଙ୍କ ରକ୍ତ, ଝାଳ ଓ ଲୁହ ପିଇ ପାରନ୍ତି   

୨. ପ୍ରଜାପତି ଓ ମଣିଷଙ୍କ ସପର୍କ ବହୁତ ପୁରୁଣା।  ପାଖା ପଖି ୩୫ ହଜାର ପୁରୁଣା ଚିତ୍ରକଳାରେ ଛପିରହିଛି ପ୍ରଜାପତିଙ୍କ ପ୍ରତିଛବି।

 ୩. ପୃଥିବୀରେ୨୪ ହଜାରରୁ ଅଧିକ ପ୍ରଜାତିର ପ୍ରଜାପତି ଅଛନ୍ତି। କେବଳ ଗୋଟେ ମହାଦ୍ବୀପକୁ ଛାଡିଦେଲେ ସବୁଯାଗାରେ ଅଛନ୍ତି।

୪. ପ୍ରଜାପତି ଉଡିବାର କାରଣ ସେମାନଙ୍କ ଥଣ୍ଡା ରକ୍ତ।

୫. ପ୍ରଜାପତିଙ୍କ ଆଖିରେ ୬ହଜାର ଲେଂସ ଥାଏ। ଫଳରେ ପ୍ରଜାପତିମାନେ ଅତି ବାଇଗଣୀ ରଶ୍ମୀ ମଧ୍ୟ ଦେଖିପାରନ୍ତି।

୬. ଆଶ୍ଚର୍ଯଜନକ କଥା ଏହା ଯେ ପ୍ରଜାପତି କୌଣସି ପ୍ରକାରର ସ୍ୱାଦ ନିଜ ଗୋଡରୁ ଚାଖି ପାରନ୍ତି ।

୭. ପ୍ରଜାପତିମାନେ ସବୁବେଳେ ପତ୍ରରେ ହିଁ ଅଣ୍ଡା ଦିଅନ୍ତି।

୮.ସବୁଠୁ ବଡ ପ୍ରଜାପତିର ୮ଟି ପର ଥାଏ। ପ୍ରଜାପତିଙ୍କ ଆଗପଛ ଆରାମରେ ଦେଖିହୁଏ।

୯. ପ୍ରଜାପତିଙ୍କର ଶୁଣିବା କ୍ଷମତା ନଥାଏ।

୧୦. ପ୍ରଜାପତି ଙ୍କର ଆୟୁଷ ୨ ରୁ ୪ ସପ୍ତାହ । କିନ୍ତୁ କିଛିବିଷେଶ ପ୍ରଜାତିର ପ୍ରଜାପତି ୯ମାସ ଯାଏଁ ବଞ୍ଚିପାରନ୍ତି।

୧୧. ସବୁଠୁ ବଡ ପ୍ରଜାପତି ୧୨ ଇଂଚର ଏବଂ ସବୁଠୁ ଛୋଟ ପ୍ରଜାପତି ଅଧା ଇଂଚର।                                                                              

   Related Posts