ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସର ମିଶ୍ରଣ ପର୍ବ, ସାମିଲ ହେଲେ ୟୁନିଅନର ବହୁ ନେତା

Published By : Prameya-News7 Bureau | October 21, 2021 IST

ଜଟଣୀ, ୨୧/୧୦: ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ମଣ୍ଡଳ ଶ୍ରମିକ କଂଗ୍ରେସ ମୁଖ୍ୟାଳୟ ଶାଖା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଯାଇଛି। ଶ୍ରୀ ଏମ୍ ଜି କେ ରାଓଙ୍କ ସଭାପତିତ୍ବରେ ଏହି ସଭା ଅନୁ।ଷ୍ଠିତ ହୋଇଥିଲା। ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଶ୍ରମିକ ୟୁନିଅନର ପୂର୍ବତନ ଶାଖା ସଂପାଦକ ଶ୍ରୀ ଆଶୁତୋଷ ବ୍ରହ୍ମା, ସାମୁଏଲ ପ୍ରଧାନ, ସାଲିଗ୍ରାମ ଠାକୁର, ଜୟଦେବ ନିସଙ୍କ, ବଳରାମ ବିଶ୍ଵାଳ, ବାସୁଦେବ ସାହୁ, ବିଦ୍ୟୁତ୍ ସରକାର, ଦୁର୍ଗା ମାଧବ ପାଢ଼ି, କ୍ରିଷ୍ଣା ଦାସ ଓ ବହୁ ବରିଷ୍ଠ, କନିଷ୍ଠ ନେତାମାନେ ଶ୍ରୀ ସାହୁଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଶ୍ରମିକ କଂଗ୍ରେସର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା ସହିତ ଦଳରେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.