ଲକ୍‌ଡାଉନ୍‌ରେ ଶୁଖିଲା ଖାଦ୍ୟ ବାଣ୍ଟିଲେ କିଛି ସହୃଦୟ ବ୍ୟକ୍ତି

Published By : Prameya-News7 Bureau | April 22, 2020 IST

ଭଦ୍ରକ୨୨/୪: ଲକ୍‌ଡାଉନ୍‌ରେ ଲୋକମାନଙ୍କୁ ବଣ୍ଟା ଯାଉଛି ଖାଦ୍ୟ। ଭଦ୍ରକ ଅସୁରାଳି ଅଞ୍ଚଳର ପ୍ରତିଭା ବିକାଶ କେନ୍ଦ୍ର ଠାରେ କିଛି ସହୃଦୟ ବ୍ୟକ୍ତିମାନେ ଗରିବ ତଥା ଦିନ ମଜୁରିଆ ଲୋକମାନଙ୍କୁ  ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଖଦ୍ୟ ଭାବେ ବିସ୍କୁଟ ,ଚୁଡା, ମୁଡ଼ି ,ସୁଜି ,କ୍ଷୀର ସହ ନୁଡୁ ଲସ ଆଦି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.