Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||

ସ୍ନାନ କରିବା ସମୟରେ ପ୍ରଥମେ ଏହି ଅଂଗରେ ଜମା ଢାଳନ୍ତୁ ନାହିଁ ପାଣି, ହୋଇପାରେ ମୃତ୍ୟୁ

3/02/2019 at 1:11 PM

ଶରୀରକୁ ସୁସ୍ଥ ଓ ସଫା ରଖିବାକୁ ହେଲେ ପ୍ରତିଦିନ ସ୍ନାନ କରିବା ଆବଶ୍ୟକ ହୋଇଥାଏ। ପ୍ରାଚୀନ କାଳରେ ଲୋକମାନେ ନଦୀ କିମ୍ୱା ପୋଖରୀରେ ସ୍ନାନ କରିବା ପସନ୍ଦ କରୁଥିଲେ। ଆଜିକାଲି ଲୋକମାନେ ବାଥରୁମରେ ସ୍ନାନ କରନ୍ତି। କିନ୍ତୁ ଆଜି ମଧ୍ୟ ଅନେକ ଗାଁ ଗହଳିରେ ଲୋକେ ପୋଖରୀରେ ଗାଧୋଇବା ପସନ୍ଦ କରନ୍ତି।
 ତେବେ ସ୍ମାନ କରିବା ସମୟରେ ଲୋକମାନେ କିଛି ଏମିତି ଭୁଲ କରନ୍ତି ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଗାଧୋଇବା ସମୟରେ ଭୁଲରେବି ଶରୀରର ଗୋଟାଏ ଅଂଶରେ ପ୍ରଥମେ ପାଣି ଢାଳିବା ଉଚିତ୍‌ ନୁହଁ। କାରଣ ଏହା ଶରୀର ପାଇଁ ହାନୀକାରକ ହୋଇଥାଏ। ସନାତନ ଧର୍ମ ଅନୁସାରେ ସ୍ନାନ କରିବା ସମୟରେ ପ୍ରଥମେ ଗୋଡରେ ପାଣି ଢାଳିବା ଉଚିତ୍‌। ଗୋଡରେ ପାଣି ଢାଳିବା ପରେ ପେଟରେ ତଥା ଶରୀରର ଅନ୍ୟ ଅଂଗରେ ପାଣି ଢାଳି ସ୍ନାନ କରିବା ଉଚିତ୍‌।
 ଏହାର ବୈଜ୍ଞାନୀକି କାରଣ ମଧ୍ୟ ଅଛି। ଆମ ଶରୀରର ଅନ୍ୟ ଅଂଗ ତୁଳନାରେ ମୁଣ୍ଡ ଅଧିକ ଗରମ ଥାଏ ଏବଂ ଶରୀରର ଗୋଡ ଭାଗ ବହୁତ ଥଣ୍ଡା ଥାଏ। ତେଣୁ ଏହି କାରଣରୁ ପ୍ରଥମେ ମୁଣ୍ଡରେ ପାଣି ଢାଳି ସ୍ନାନ କରିବା ଅନୁଚିତ୍‌। ଏହା ଦ୍ୱାରା ଶରୀରର ତାପମାତ୍ରା ଏକଦମ୍‌ କମିଯାଏ। ଏହା ସହ ରକ୍ତ ବହିବା ପ୍ରକ୍ରିୟା ମଧ୍ୟ କମିଯାଏ। ତେବେ ଏହି ସ୍ଥିତିରେ ମଣିଷକୁ ହାର୍ଟ ଆଟାକ୍‌ ହବାର ସମ୍ଭାବନା ବଢିଯାଏ। ଏହି କାରଣରୁ ସ୍ନାନ କରିବା ସମୟରେ ସର୍ବ ପ୍ରଥମେ ଗୋଡରେ ଏବଂ ଶେଷରେ ମୁଣ୍ଡରେ ପାଣି ଢାଳି ସ୍ନାନ କରିବା ଉଚିତ୍।

 

   Related Posts