Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ରାଣୀ ପଦ୍ମାବତୀଙ୍କ ବିଷୟରେ ବହୁ ତଥ୍ୟ ସମସ୍ତେ ଜାଣନ୍ତି, ହେଲେ ଏହି ୭ଟି ତଥ୍ୟ ସମ୍ପୂର୍ଣ୍ଣ ନୂଆ…

13/10/2019 at 2:41 PM

୧- ରାଣୀ ପଦ୍ମାବତୀଙ୍କର ଆଉ ଏକ ନାଁ ହେଉଛି ରାଣୀ ପଦ୍ମିନୀ। ଚିତୌରଗଢର ରାଣୀ ଥିଲେ ପଦ୍ମାବତୀ।

୨- ଖିଲଜି ବଂଶର ଶାସକ ଅଲାଉଦ୍ଦୀନ ଖିଲଜି ରାଣୀ ପଦ୍ମାବତୀଙ୍କୁ ହାସଲ କରିବାକୁ ଚାହୁଁଥିଲେ। ପଦ୍ମାବତୀଙ୍କୁ ପାଇବା ଉଦେଶ୍ୟରେ ସେ  ଚିତୌରଗଢକୁ ପୁରା ନଷ୍ଟ କରିଥିଲେ।

୩- ରାଣୀ ପଦ୍ମୀବତୀ ବହୁତ ସୁନ୍ଦର ଥିଲେ। ସେ ରାଜା ରତନସିଂହଙ୍କ ପତ୍ନୀ ଥିଲେ।

୪- ରାଣୀ ପଦ୍ମୀବତୀଙ୍କ ଜନ୍ମ ସିଂହଳ ଦେଶରେ ହୋଇଥିଲା। ତାଙ୍କ ବାପାଙ୍କ ନାଁ ରାଜା ଗନ୍ଧର୍ବସେନ ଓ ମାଆଙ୍କ ନାଁ ଚମ୍ପାବତୀ ଥିଲା।

୫- ଖିଲଜି ପୋଖରୀରେ ରାଣୀ ପଦ୍ମାବତୀଙ୍କ ପ୍ରତିଛବି ଦେଖି ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କୁ ପ୍ରେମ କରିଥିଲେ।

୬- ଖିଲଜି ଚିତୌରଗଢ ଉପରେ ଆକ୍ରମଣ କରିବା ଦ୍ବାରା ସେଠାରେ ଭୟଙ୍କର ଯୁଦ୍ଧ ହୋଇଥିଲା।

୭- ଆଲାଉଦ୍ଦୀନ ଦୁର୍ଗ ଯାଏଁ ପହଞ୍ଚିବା ପୂର୍ବରୁ ପଦ୍ମିନୀ ହଜାରରୁ ଅଧିକ ମହିଳାଙ୍କ ସହ ଅଗ୍ନିରେ ଝାସ ଦେଇଥିଲେ।

   Related Posts