Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପୁଣି ପାକ୍ ସେନାର ଅସ୍ତ୍ର ବିରତି ଉଲ୍ଲଂଘନ ; ଜାମ୍ମୁ-କାଶ୍ମୀର ସୋପିୟାନରେ ଜଣେ ଯବାନ ସହିଦ, ୪ ଆତଙ୍କବାଦୀ ନିହତ

20/11/2018 at 10:34 AM

ଜମ୍ମୁକାଶ୍ମୀର ୨୦|୧୧:  ପୁଣି ପାକ୍ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଜାମ୍ମୁ-କାଶ୍ମୀର ସୋପିୟାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଫଳରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋପିୟାନ ଜିଲ୍ଲାର ନନ୍ଦିଗାମରେ ଏହି ଗୁଳିବିନିମୟ ହୋଇଛି । ଆଜି ଭୋରରୁ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏବେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ଜଣପଡିବା ପରେ ସୁରକ୍ଷାବାହିନୀ ପୂରା ଅଞ୍ଚଳକୁ ଘେରି ଯାଇଥିଲେ। ତାପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ।

   Related Posts