Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସୋଲାର ସାଇକେଲ ; ସୌରାଚାଳିତ ସାଇକେଲ ତିଆରି କରିଛନ୍ତି ଭଦ୍ରକର ଜଣେ ଡିପ୍ଲୋମା ଛାତ୍ର

1/07/2018 at 11:00 AM

ଜାଳେଣୀ ପାଇଁ ଖର୍ଚ୍ଚ ନାହିଁ କି ପ୍ରଦୂଷଣ ନାହିଁ । ଏମିତି ଏକ ସୋଲାର ସାଇକେଲ ତିଆରି କରିଛନ୍ତି ଭଦ୍ରକ ଜିଲ୍ଲା ର ଜଣେ ଡିପ୍ଲୋମା ଇଂଜିନିୟର । ମାତ୍ର ବାର ହଜାର ରୁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ରେ ତିଆରି ହେଉଛି ଏହି ସାଇକେଲ । ଆସନ୍ତୁ ଦେଖିବା କେମିତି ତିଆରି ହୋଇଛି ଏହି ସୌରଚାଳିତ ସାଇକେଲ ।
ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ କୁଳଣା ଗାଁର ରାକେଶ ନାୟକ । ଭଦ୍ରକ ବରପଦା ଇଂଜିନିୟରିଂ କଲେଜରୁ ଡିପ୍ଲୋମା ପରେ ଆରମ୍ଭ କରିଛନ୍ତି ଏମିତି ଏକ ସାଇକେଲ ଯାହାକି ବିନା ପେଟ୍ରୋଲରେ ଚାଲୁଛି । ସାଇକେଲ ପଛ କେରିଏଲରେ ଅଛି ଦୁଇଟି ସୋଲାର ପ୍ଳେଟ । ଆଉ ସାଧାରଣ ସାଇକେଲ ସହ ଦରକାର ୨୩ ଭୋଲ୍ଟର ଗୋଟେ ବ୍ୟାଟେରୀ ଓ ୨୪ ଭୋଲ୍ଟ ର ଗୋଟେ ମୋଟର । ଏହା ଘଣ୍ଟା ପ୍ରତି ୩୦ କିଲୋ ମିଟର ସ୍ପିଡ ରେ ଚାଲି ପାରିବ । ଖରା ନହେଲେ ବି ମେଘୁଆ ପାଗ ରେ ଚାଲିବ ଏହି ସାଇକେଲ ।

   Related Posts