ନିଜ ବନ୍ଧୁକରୁ ଗୁଳି କରି ଏସ୍‌ଓଜି ଯବାନଙ୍କ ଆତ୍ମହତ୍ୟା

Published By : Prameya-News7 Bureau | June 09, 2019 IST

ରେଢାଖୋଲ ୯|୬: ନିଜ ବନ୍ଧୁକରୁ ଗୁଳି କରି ଏସଓଜି ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଏସଓଜି ଯବାନ ହେଲେ ଅମିର କୁମାର ସାହୁ । ଅମିର କିସିଣ୍ଡା ଥାନାରେ ନିୟୋଜିତ ଥିଲେ । ତାଙ୍କ ଘର ବରଗଡ ଗାଈସିଲେଟ ଅଞ୍ଚଳରେ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ଜାରି ରହିଛି । ଅମିର ଆଜି ସକାଳୁ ଥାନା ଛାତ ଉପରକୁ ଯାଇ ନିଜ ବନ୍ଧୁକରୁ ମୁଣ୍ଡକୁ ଗୁଳି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.