Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ପୋଲିସ-ମାଓବାଦୀ ଗୁଳିବିନିମୟ, SOG ଓ DVF ବାହିନୀର କମ୍ବିଂ ଅପେରସନ୍

16/06/2021 at 10:19 AM

ମାଥିଲି ୧୬।୦୬: ପୋଲିସ- ମାଓବାଦୀ ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଗୁଳିବିନିମୟ । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଖବର ଅନୁଯାୟୀ, ଜଙ୍ଗଲରେ ମାଓ ଶିବିର ଥିବା ସୂଚନା ପାଇ ଅପରେସନ ଆରମ୍ଭ କରାଯାଇଥିଲା। ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ SOG ଓ DVF ବାହିନୀ ମିଲିତ ଭାବେ ଅପରେସନ ଆରମ୍ଭ କରିଥିଲା।  ବୁଧବାର ସକାଳେ ପୋଲିସକୁ ଦେଖିବା ପରେ ମାଓବାଦୀ ପ୍ରଥମେ ଗୁଳିଚଳନା କରିଥିଲେ ।  ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।  ଏବେବି ଗୁଳିବିନିମୟ ଜାରି ରହିଛି। ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

   Related Posts