ଭୁବନେଶ୍ୱରରେ ସଫ୍ଟଓୟାର କନକ୍ଳେଭ ଉଦଘାଟିତ
4/08/2018 at 12:08 PM

ରାଜଧାନୀ ଭୁବନେଶ୍ୱରରେ ସଫ୍ଟଓୟାର୍ ଏଣ୍ଡ୍ ଟେକ୍ନୋଲୋଜି ଅଫ୍ ଇଣ୍ଡିଆର ଇଲୋକ୍ଟ୍ରୋନିକ୍ସ୍ ଏଣ୍ଡ୍ ଆଇ.ପି କନକ୍ଳେଭ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ କେନ୍ଦ୍ରପେଟ୍ରୋଲିୟମ୍ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି। ଏହି କାଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ଭୂତଳ ଗ୍ୟାସ୍ ଏବଂ ପେଟ୍ରୋଲିୟମ ସାମଗ୍ରୀ ସମ୍ପର୍କରେ ଆଦାନ ପ୍ରଦାନ ହେବ ।