ସୋସିଆଲ୍‌ ମିଡିଆ ସେନ୍ସେସନ୍‌- କାଟ୍ରିନାଙ୍କ ପରି ଦେଖାଯାଉଥିବା ଟିକ୍‌ଟକ ଷ୍ଟାର

Published By : Prameya-News7 Bureau | September 18, 2019 IST

କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କାଙ୍କ ପରି ଦେଖାଯାଉଥିବା ଟିକଟକ ଷ୍ଟାରଙ୍କ ପରେ ଏବେ କାଟ୍ରିନାଙ୍କ ପରି ଦେଖାଯାଉଥିବା ଆଲିନା ସୋସିଆଲ୍‌ ମିଡିଆରେ ବେଶ୍‌ ଲୋକପ୍ରିୟ ହୋଇଛନ୍ତି ।

{"id":159446}

ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏବେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।

{"id":159447}

ଆଲିନା ଦେଖିବା ପରି ବଲିଉଡ୍‌ ଅଭିନେତ୍ରୀ କାଟ୍ରିନାଙ୍କ ପରି । ସେ କାଟ୍ରିନାଙ୍କ ପରି ସୁନ୍ଦରୀ ।ଏଥିପାଇଁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ବିଭିନ୍ନ ପ୍ରକାରର ମନ୍ତବ୍ୟ ବା କମେଣ୍ଟ ମିଳିଛି ।

ଆଲିନା ରାଏ ଟିକ୍‌ଟକ୍‌ ଷ୍ଟାର ଓ ଫେଶନ ବ୍ଲଗର । ତାଙ୍କୁ ଟିକ୍‌ଟକ୍‌ ରେ ଏକ ଲକ୍ଷ ୬୦ ହଜାର ଓ ଇନଷ୍ଟାଗ୍ରାମରେ ୩୦ ହଜାର ଫଲୋରସ୍ ଅଛନ୍ତି ।

wp:core-embed/instagram {"url":"https://www.instagram.com/p/B1kFnIfjNpD/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B1kFnIfjNpD/?utm_source=ig_web_copy_link
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.