ଏକଥା ଆମେ ସମସ୍ତେ ଜାଣିଛୁ ଯେ ଯଦି ଭାରତୀୟ ସେନା ଆମ ରକ୍ଷା କରିବେ ନାହିଁ ତେବେ ଆମେ ନିଜ ଘରେ ସୁରକ୍ଷିତ ରହି ପାରିବୁ ନାହିଁ। କିନ୍ତୁ ନିକଟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିଡିଓରେ ଜଣେ ନୌସେନା ଯବାନଙ୍କୁ ଡ୍ୟାନ୍ସ କରୁଥିବା ଦେଖାଯାଇଛି।
wp:core-embed/youtube {"url":"https://www.youtube.com/watch?v=TLMlfdmetKA","type":"video","providerNameSlug":"youtube","className":"wp-embed-aspect-4-3 wp-has-aspect-ratio"} /wp:core-embed/youtubeଉମା ଆର୍ଯ୍ୟଙ୍କ ଟ୍ବିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି। କ୍ୟାପସନ ଅନୁସାରେ, ଏହି ଭିଡିଓ କାରଗିଲର। ଏହି ଯବାନ ‘ଉରି’ ଫିଲ୍ମର ଗୀତରେ ଡ୍ୟାନ୍ସ କରୁଛନ୍ତି। ଭିଡିଓରେ ଯବାନଙ୍କ ଡ୍ୟାନ୍ସରେ ପ୍ରଫେସନାଲ ଟଚ୍ ଦେଖାଯାଉଛି। ସୋସିଆଲ ମିଡିଆ ଗ୍ରାହକ ମଧ୍ୟ ଯବାନଙ୍କ ଡ୍ୟାନ୍ସକୁ ଖୁବ୍ ପ୍ରଶଂସା କରିଛନ୍ତି। ୟ
{"id":216970,"width":589,"height":442,"sizeSlug":"large"}