Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଦେଶର ପ୍ରଥମ ୧୦ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ

26/03/2020 at 3:57 PM

ଭୁବନେଶ୍ୱର ୨୬।୦୩: ଦେଶର ଶ୍ରେଷ୍ଠ ୧୦ଟି ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭରସିଟି (ସୋଆ) ସ୍ଥାନ ପାଇଛି । କ୍ୟାରିୟର ୩୬୦ ପକ୍ଷରୁ କରାଯାଇଥିବା ଏକ ସଦ୍ୟତମ ରାଙ୍କିଙ୍ଗ୍ ରେ ସୋଆ ଏହି ଶ୍ରେଷ୍ଠତ୍ୱ ହାସଲ କରିଛି । ଦେଶର ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ରହିଛି ସୋଆ । ରାଜ୍ୟର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ପ୍ରଥମ ୧୦ ମଧ୍ୟରେ ରହିଥିବା କ୍ୟାରିୟର ୩୬୦ ୟୁନିଭରସିଟି ରାଙ୍କିଙ୍ଗ୍ ୨୦୨୦ ତାଲିକାରୁ ଜଣାଯାଇଛି ।

ଭୁବନେଶ୍ବରରେ ଅବସ୍ଥିତ ତଥା ଇଞ୍ଜିନିୟରିଂ ଓ ମେଡିକାଲ ସହ ଏକାଧିକ ଡିଗ୍ରୀ ଏବଂ ପିଏଚ୍‌ଡି ପାଠ୍ୟକ୍ରମ ପ୍ରଦାନ କରୁଥିବା ସୋଆ କେବଳ ରାଜ୍ୟ ନୁହେଁ , ସାରାଦେଶର ଶିକ୍ଷା ମାନଚିତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ଗ୍ରହଣ କରିଛି । ଉନ୍ନତ ମାନର ଶିକ୍ଷାଦାନ ତଥା ଶିକ୍ଷାଭିତିକ ବିଭିନ୍ନ ମାନ ଓ ଉତ୍କର୍ଷତା ଲାଗି ସୋଆ ବିଭିନ୍ନ ଫୋରମ୍‌ରେ ପ୍ରଶଂସିତ ହୋଇଛି । ଏହାସହ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଦ୍ୱାରା ୨୦୧୯ରେ ପ୍ରସ୍ତୁତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମ୍‌ଓ୍ବାର୍କ (NIRF) ତାଲିକାରେ ସୋଆ ସାରାଦେଶର ବିଶ୍ୱବିଦ୍ୟାଳୟ ତାଲିକାରେ ୨୪ତମ ସ୍ଥାନ ହାସଲ କରିଛି ।  

   Related Posts