ସ୍ବଚ୍ଛତାରେ 'ସୋଆ ଡିମ୍ଡ ଟୁ ବି' ୟୁନିଭରସିଟି ପ୍ରଥମ

Published By : Prameya-News7 Bureau | December 03, 2019 IST

ଭୁବନେଶ୍ୱର ୦୩।୧୨-  ସ୍ବଚ୍ଛତାରେ ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ପ୍ରଥମ । ପୂର୍ବ ଭାରତରେ ସୋଆ ଡିମ୍ଡ ଟୁ ବି ୟୁନିଭରଟିସିକୁ ପ୍ରଥମ ପୁରସ୍କାର ମିଳିଛି । କିନ୍ତୁ ୟୁଜିସି ରେସିଡେନସିଆଲ ୟୁନିଭରସିଟି କାଟେଗୋରୀରେ ସୋଆର ରାଙ୍କିଙ୍ଗ ପଞ୍ଚମ ରହିଛି । ଦିଲ୍ଲୀ ଏଆଇସିଟି ଅଡିଟୋରିୟମରେ Higher Educational Institution ସ୍ବଚ୍ଛ କ୍ୟାମ୍ପସ ରାକିଙ୍ଗ ପୁରସ୍କାର ଉତ୍ସବରେ ସୋଆକୁ ଏହି ପୁରସ୍କାର ମିଳିଛି । ସୋଆ ପକ୍ଷରୁ ଭିସି ଅମିତ୍ ବାନାର୍ଜୀ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନୀଶାଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.