ଶୀତରେ ଥରୁଛି ସାରା ରାଜ୍ୟ ; କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି ତୁଷାରପାତ

Published By : Prameya-News7 Bureau | January 02, 2019 IST

କନ୍ଧମାଳ ୦୨|୦୧: ଶୀତରେ ଥରୁଛି ସାରା ଓଡିଶା । ଲଗାତାର ୪ ଦିନ ଧରି କନ୍ଧମାଳ ଜିଲ୍ଲାରେ ଜାରି ରହିଛି ଶୀତ । ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ରହୁଛି । ଜିଲ୍ଲାର ଦାରିଙ୍ଗବାଡି, ଫୁଲବାଣୀ, ଜି.ଉଦୟଗିରିରେ ଜାରି ରହିଛି ତୁଷାରପାତ । ଜି.ଉଦୟଗିରିର ବିଭିନ୍ନ ସ୍ଥାନରେ ତୁଷାରପାତ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଚାଷୀମାନଙ୍କର ଫସଲ ମଧ୍ୟ ନଷ୍ଟ ହେଉଛି । ତୁଷାରପାତ ପାଇଁ ରାତି ସାରା ଖଳାରେ ଜଗି ରହୁଛି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.