Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଘରେ ପଶିଥିଲା ବିରାଟକାୟ ଅହିରାଜ, ବହୁ ପରିଶ୍ରମ ପରେ ଉଦ୍ଧାର ହେଲା ସାପ

13/04/2021 at 1:58 PM

ଆଠଗଡ଼ ୧୩।୦୪: ଘରେ ପଶିଯାଇଥିଲା ବିଶାଳକାୟ ଅହିରାଜ ସାପ । ବହୁ ଅକ୍ଲାନ୍ତ ପରିଶ୍ରମ ପରେ ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟ । ଏହାପରେ ଉକ୍ତ ସାପଟିକୁ ଜଙ୍ଗଲ ମଧ୍ୟକୁ ଛାଡିଦେଇଥିବା ଜଣାପଡିଛି ।

ଖବର ଅନୁଯାୟୀ, କଟକ ଜିଲ୍ଲା ବଡ଼ମ୍ବା ସାନବାରସିଂଙ୍ଗି ଗାଁର ପ୍ରଭାକର ପ୍ରଧାନଙ୍କ ଘରେ ଏକ ଅହିରାଜ ସାପ ପଶିଯାଇଥିଲା । ସାପଟି ପ୍ରାୟ ୨ଘଣ୍ଟା ଧରି ଘର ଅଗଣା ଭିତରେ ଉତ୍ପାତ କରିଥିଲା । ଯାହାଫଳରେ ଘର ଭିତରୁ ସମସ୍ତ ଲୋକ ବାହାରକୁ ଚାଲିଆସିଥିଲା । ଏହାପରେ ତୁରନ୍ତ ନିକଟସ୍ଥ ବନ ବିଭାଗ ଓ ସାପ ଧରାଳିଙ୍କୁ ସଂପର୍କ କରାଯାଇଥିଲା । ବହୁ ଅକ୍ଲାନ୍ତ ପରିଶ୍ରମ ପରେ ସାପଟିକୁ ଘର ଭିତରୁ ଉଦ୍ଧାର କରାଯାଇଥିଲା । ବନବିଭାଗର ପରାମର୍ଶ ପରେ ଅହିରାଜ ସାପଟିକୁ ଜଙ୍ଗଲ ମଧ୍ୟ ଛାଡିଦେଇଥିବା ଜଣାପଡିଛି ।

   Related Posts